Jump to content

ଲାକୋସାମାଇଡ

ଉଇକିପିଡ଼ିଆ‌ରୁ
ଲାକୋସାମାଇଡ
Clinical data
Trade namesVimpat
Synonyms(2R)-2-(acetylamino)-N-benzyl-3-methoxypropanamide
AHFS/Drugs.commonograph
MedlinePlusa609028
data
Pregnancy
category
  • AU: B3
  • US: N (Not classified yet)
    Routes of
    administration
    By mouth, intravenous
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: Schedule V
    • EU: Rx-only
    Pharmacokinetic data
    BioavailabilityHigh
    Elimination half-life13 hours
    ExcretionKidney
    Identifiers
    • N2-acetyl-N-benzyl-D-homoserinamide
    ECHA InfoCard100.112.805 Edit this at Wikidata
    Chemical and physical data
    FormulaC13H18N2O3
    Molar mass୨୫୦.୩0 g·mol−1
    3D model (JSmol)
    • O=C(N[C@@H](C(=O)NCc1ccccc1)COC)C
    • InChI=1S/C13H18N2O3/c1-10(16)15-12(9-18-2)13(17)14-8-11-6-4-3-5-7-11/h3-7,12H,8-9H2,1-2H3,(H,14,17)(H,15,16)/t12-/m1/s1 checkY
    • Key:VPPJLAIAVCUEMN-GFCCVEGCSA-N checkY
      (verify)

    ଲାକୋସାମାଇଡ (ଏକ ବେପାର ନାମ ଭିମପାଟ) ହେଉଛି ଏକ ଔଷଧ ଯାହା ଅପସ୍ମାର ଏବଂ ମଧୁମେହ ସ୍ନାୟୁରୋଗ ଜନିତ ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଶିରାରେ ଦିଆଯାଏ ।[] ଏହା ଅନ୍ୟାନ୍ୟ ଔଷଧ ସହିତ ମଧ୍ୟ ଦିଆଯାଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଅଇ, ଥକାପଣ, କମ୍ପନ ଏବଂ ତରଳ ଝାଡ଼ା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମୂର୍ଚ୍ଛା, ଅନିୟମିତ ହୃତ୍‌ ସ୍ପନ୍ଦନ, ଆଟ୍ରିଆଲ୍ ଫିବ୍ରିଲେସନ୍, ସମନ୍ୱୟ ଅଭାବ ଏବଂ ଆତ୍ମହତ୍ୟା ପ୍ରବଣତା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ ।[] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ଅସ୍ପଷ୍ଟ ନୁହେଁ, କିନ୍ତୁ ମସ୍ତିଷ୍କରେ ସୋଡିୟମ୍ ଚ୍ୟାନେଲ ଉପରେ ପ୍ରଭାବ ପକେଇବା ପ୍ରମାଣିତ ହୋଇଛି ।[]

    ଲାକୋସାମାଇଡ ୨୦୦୮ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[][] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରା ଔଷଧ ଦିନ‌କୁ ଦୁଇ ଥର ବ୍ୟବ‌ହାର ନିମନ୍ତେ ୨୦୨୧ ମସିହାରେ ୧୦୦୦ ଡଲାର ଥିଲେ ।[] କାନାଡାରେ ଏହି ଔଷଧ ନିମନ୍ତେ ପ୍ରାୟ ୨୦୦ କାନାଡ଼ା ଡଲାର ଖର୍ଚ୍ଚ ହୋଇଥାଏ ।[] ଯୁକ୍ତରାଜ୍ୟରେ ଏହାର ଏକ ମାସ ବ୍ୟବ‌ହାର ନିମନ୍ତେ ମୂଲ୍ୟ £୯୫ ଅଟେ ।[]

    1. 1 2 3 4 5 6 7 "Lacosamide Monograph for Professionals". Drugs.com (in ଇଂରାଜୀ). Archived from the original on 10 August 2020. Retrieved 20 November 2021.
    2. 1 2 3 "Vimpat". Archived from the original on 1 August 2021. Retrieved 20 November 2021.
    3. "Vimpat Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 January 2021. Retrieved 20 November 2021.
    4. "Lacosamide" (PDF). CADTH. 2011. Archived from the original (PDF) on 20 October 2020. Retrieved 20 November 2021.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 334. ISBN 978-0857114105.