Jump to content

ଲତିଫୁର ରହମନ

ଉଇକିପିଡ଼ିଆ‌ରୁ
ଲତିଫୁର ରହମନ
ବିଧାୟକ: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୩୭ – ୧୯୫୨
ନିର୍ବାଚନ ମଣ୍ଡଳୀଦକ୍ଷିଣ ଓଡ଼ିଶା (ମୁସଲମାନ୍‍)
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁଜୁଲାଇ ୧୦, ୧୯୮୪(୧୯୮୪-୦୭-୧୦)
ନାଗରିକତାଭାରତୀୟ
ଜାତୀୟତାବ୍ରିଟିଶ ଭାରତ
ଭାରତୀୟ ଅଧିରାଜ୍ୟ
ଭାରତୀୟ
ରାଜନୀତିକ ଦଳମୁସଲିମ୍‍ ଲିଗ୍‍
ବୃତ୍ତିରାଜନୀତିଜ୍ଞ

ଲତିଫୁର ରହମନ (ମୃତ୍ୟ: ୧୦ ଜୁଲାଇ ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦକ୍ଷିଣ ଓଡ଼ିଶା (ମୁସଲମାନ୍‍) ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ୨ୟ ଓଡ଼ିଶାକୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][]

ରାଜନୈତିକ ଜୀବନ

[ସମ୍ପାଦନା]

ଲତିଫୁର ରହମନ ମୁସଲିମ୍‍ ଲିଗ୍‍ର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଦୁଇଥର କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

୧୯୮୪ ମସିହାର ଜୁଲାଇ ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।

  1. ୧.୦ ୧.୧ "Shri Latifur Rahman". odishaassembly.nic.in. Odisha Assembly. Retrieved 10 January 2024.
  2. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୭. ISBN 978-81-89436-54-4. Retrieved 10 January 2024.{{cite book}}: CS1 maint: unrecognized language (link)