ଲତିଫୁର ରହମନ
ଦେଖଣା
ଲତିଫୁର ରହମନ | |
---|---|
ବିଧାୟକ: ସ୍ୱାଧୀନତା ପୂର୍ବର ୧ମ ଓଡ଼ିଶା ବିଧାନ ସଭା, ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୩୭ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | ଦକ୍ଷିଣ ଓଡ଼ିଶା (ମୁସଲମାନ୍) |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ଜୁଲାଇ ୧୦, ୧୯୮୪ |
ନାଗରିକତା | ଭାରତୀୟ |
ଜାତୀୟତା | ବ୍ରିଟିଶ ଭାରତ ଭାରତୀୟ ଅଧିରାଜ୍ୟ ଭାରତୀୟ |
ରାଜନୀତିକ ଦଳ | ମୁସଲିମ୍ ଲିଗ୍ |
ବୃତ୍ତି | ରାଜନୀତିଜ୍ଞ |
ଲତିଫୁର ରହମନ (ମୃତ୍ୟ: ୧୦ ଜୁଲାଇ ୧୯୮୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ହୋଇଥିବା ଦ୍ୱିତୀୟ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଦକ୍ଷିଣ ଓଡ଼ିଶା (ମୁସଲମାନ୍) ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୧ମ ଓ ୨ୟ ଓଡ଼ିଶାକୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]
ରାଜନୈତିକ ଜୀବନ
[ସମ୍ପାଦନା]ଲତିଫୁର ରହମନ ମୁସଲିମ୍ ଲିଗ୍ର ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]୧୯୮୪ ମସିହାର ଜୁଲାଇ ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Latifur Rahman". odishaassembly.nic.in. Odisha Assembly. Retrieved 10 January 2024.
- ↑ ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୪୭. ISBN 978-81-89436-54-4. Retrieved 10 January 2024.
{{cite book}}
: CS1 maint: unrecognized language (link)