ଲଙ୍କେଶ୍ୱରୀ ମନ୍ଦିର
Appearance
![](http://upload.wikimedia.org/wikipedia/commons/thumb/5/5e/Lankeswari_Thakurani_Sonepur_Subarnapur_Odisha.jpg/220px-Lankeswari_Thakurani_Sonepur_Subarnapur_Odisha.jpg)
ଲଙ୍କେଶ୍ୱରୀ ମନ୍ଦିର ଭାରତୀୟ ରାଜ୍ୟ ଓଡ଼ିଶାର ସୋନପୁର ଠାରେ ମହାନଦୀ ଭିତରେ ଅବସ୍ଥିତ ଏକ ମନ୍ଦିର । ଏକଦା ସୋନପୁରକୁ ପଶ୍ଚିମ ଲଙ୍କା ବୋଲି କୁହାଯାଉଥିଲା । ଲଙ୍କେଶ୍ୱରୀ ସୋନପୁର ସହରର ଆରାଧ୍ୟା ଦେବୀ ।[୧]
ମୂଳତଃ ମାଁ ଲଙ୍କେଶ୍ୱରୀ ଦେବୀ ସୋନପୁରର କୈବର୍ତ ( fisherman) ସଂପ୍ରଦାଯର ଲୋକ ଆରାଧନା କରିଥାନ୍ତି ।ଏହି ମନ୍ଦିର ସୋନପୁର -ଉଲୁଣ୍ଡା ରାସ୍ତାରେ ରହିଛି ।
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]![]() |
This article about an Indian Hindu place of worship is a stub. You can help Wikipedia by expanding it. |