ଲଙ୍କେଶ୍ୱରୀ ମନ୍ଦିର

ଉଇକିପିଡ଼ିଆ‌ରୁ
ମାଁ ଲଙ୍କେଶ୍ୱରୀ 

ଲଙ୍କେଶ୍ୱରୀ ମନ୍ଦିର ଭାରତୀୟ ରାଜ୍ୟ ଓଡ଼ିଶାର ସୋନପୁର  ଠାରେ ମହାନଦୀ ଭିତରେ ଅବସ୍ଥିତ ଏକ ମନ୍ଦିର । ଏକଦା ସୋନପୁରକୁ ପଶ୍ଚିମ ଲଙ୍କା ବୋଲି କୁହାଯାଉଥିଲା । ଲଙ୍କେଶ୍ୱରୀ ସୋନପୁର ସହରର ଆରାଧ୍ୟା ଦେବୀ ।[୧]


ମୂଳତଃ  ମାଁ ଲଙ୍କେଶ୍ୱରୀ ଦେବୀ ସୋନପୁରର କୈବର୍ତ ( fisherman) ସଂପ୍ରଦାଯର ଲୋକ ଆରାଧନା କରିଥାନ୍ତି ।ଏହି ମନ୍ଦିର ସୋନପୁର -ଉଲୁଣ୍ଡା ରାସ୍ତାରେ ରହିଛି ।  

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]