ରୋପିନିରୋଲ

ଉଇକିପିଡ଼ିଆ‌ରୁ
ରୋପିନିରୋଲ
Clinical data
Trade namesRequip, Repreve, Ronirol, others
AHFS/Drugs.commonograph
MedlinePlusa698013
Pregnancy
category
  • C
Routes of
administration
By mouth
Legal status
Legal status
  • ℞ (Prescription only)
Pharmacokinetic data
Bioavailability50%[୧]
MetabolismLiver (CYP1A2)[୧]
Elimination half-life5-6 hours[୧]
Identifiers
  • 4-[2-(Dipropylamino)ethyl]-1,3-dihydro-2H-indol-2-one
ECHA InfoCard100.110.353 Edit this at Wikidata
Chemical and physical data
FormulaC16H24N2O
Molar mass୨୬୦.୩୮ g·mol−1
3D model (JSmol)
  • O=C2Nc1cccc(c1C2)CCN(CCC)CCC
  • InChI=1S/C16H24N2O/c1-3-9-18(10-4-2)11-8-13-6-5-7-15-14(13)12-16(19)17-15/h5-7H,3-4,8-12H2,1-2H3,(H,17,19) checkY
  • Key:UHSKFQJFRQCDBE-UHFFFAOYSA-N checkY
  (verify)

ରୋପିନିରୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବ୍ୟବସାୟୀକ ନାମ ରିକ୍ୱିପ, ଏକ ଔଷଧ ଯାହା ପାର୍କିନ୍ସନ୍ ରୋଗ (ପିଡି) ଏବଂ ଅସ୍ଥିର ଗୋଡ ସିଣ୍ଡ୍ରୋମ (ଆରଏଲଏସ୍/restless legs syndrome)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୨] ପିଡି ରୋଗରେ ଏହାର ମାତ୍ରା ପ୍ରଭାବ ସହିତ ନିୟନ୍ତ୍ରଣ କରିବା ଆବଶ୍ୟକ ଏବଂ ଚିକିତ୍ସା ହଠାତ୍ ବନ୍ଦ ହେବା ଉଚିତ୍ ନୁହେଁ | [୩] ଏହା ପାଟିରେ ଦିଆଯାଏ | [୪]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ବାନ୍ତି ଏବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ | [୪] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଜୁଆ ମାନସିକତା (pathological gambling) ଛିଡା ହେବାବେଳେ ନିମ୍ନ ରକ୍ତଚାପ ଏବଂ ହାଲୁସିନେସନ ହୋଇପାରେ | [୫] [୨] ଗର୍ଭାବସ୍ଥାରେ ବ୍ୟବହାର ଏବଂ ସ୍ତନ୍ୟପାନ କରାଇବାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୬] ଏହା ଏକ ଡୋପାମିନ ଆଗୋନିଷ୍ଟ ଏବଂ ଡୋପାମିନ ଡି୨ ରିସେପ୍ଟରକୁ ଗ୍ରିଗର ବା ଉତପ୍ରେରକ କରି କାର୍ଯ୍ୟକ୍ଷମ ହୁଏ | [୫]

ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହା ୧୯୯୭ ମସିହାରେ ଅନୁମୋଦିତ ହୋଇଥିଲା | [୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ପ୍ରତି ମାସରେ ୩୪ ପାଉଣ୍ଡ ଖର୍ଚ୍ଚ ହୋଇଥାଏ । [୨] [୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୭.୯୦ ଆମେରିକୀୟ ଡଲାର ଅଟେ। [୭] ୨୯୧୭ରେ, ଏହା ଯୁକ୍ତରାଷ୍ଟ୍ରରେ ୧୦୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଛଅ ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୮] [୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Tompson, Debra J.; et al. (2007). "Steady-State Pharmacokinetic Properties of a 24-Hour Prolonged-Release Formulation of Ropinirole: Results of Two Randomized Studies in Patients with Parkinson's Disease". Clinical Pharmacokinetics. 29 (12): 2654–66. doi:10.1016/j.clinthera.2007.12.010. PMID 18201581.
  2. ୨.୦ ୨.୧ ୨.୨ British national formulary : BNF 76 (76 ed.). Pharmaceutical Press. 2018. pp. 419–420. ISBN 9780857113382.
  3. ୩.୦ ୩.୧ British national formulary : BNF 76 (76 ed.). Pharmaceutical Press. 2018. pp. 419–420. ISBN 9780857113382.
  4. ୪.୦ ୪.୧ ୪.୨ "Ropinirole Hydrochloride Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
  5. ୫.୦ ୫.୧ "Ropinirole Hydrochloride Monograph for Professionals". Drugs.com. American Society of Health-System Pharmacists. Retrieved 3 March 2019.
  6. "Ropinirole Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  7. "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
  8. "The Top 300 of 2020". ClinCalc. Retrieved 11 April 2020.
  9. "Ropinirole Hydrochloride - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.