ରେଗାଡେନୋସନ

ଉଇକିପିଡ଼ିଆ‌ରୁ
ରେଗାଡେନୋସନ
Clinical data
Trade namesLexiscan, Rapiscan, others
SynonymsCVT-3146, 1-[6-amino-9-[(2R,3R,4S,5R)-3,4-dihydroxy-5-(hydroxymethyl)oxolan-2-yl]purin-2-yl]- N-methylpyrazole-4-carboxamide
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Routes of
administration
Intravenous
Legal status
Legal status
Identifiers
  • 2-{4-[(methylamino)carbonyl]- 1H-pyrazol-1-yl}adenosine
ECHA InfoCard100.218.278 Edit this at Wikidata
Chemical and physical data
FormulaC15H18N8O5
Molar mass୩୯୦.୩୬ g·mol−1
3D model (JSmol)
  • CNC(=O)C1=CN(N=C1)C2=NC(=C3C(=N2)N(C=N3)[C@H]4[C@@H]([C@@H]([C@H](O4)CO)O)O)N
  • InChI=1S/C15H18N8O5/c1-17-13(27)6-2-19-23(3-6)15-20-11(16)8-12(21-15)22(5-18-8)14-10(26)9(25)7(4-24)28-14/h2-3,5,7,9-10,14,24-26H,4H2,1H3,(H,17,27)(H2,16,20,21)/t7-,9-,10-,14-/m1/s1 ☒N
  • Key:LZPZPHGJDAGEJZ-AKAIJSEGSA-N ☒N
  (verify)

ରେଗାଡେନୋସନ (ଇଂରାଜୀ ଭାଷାରେ Regadenoson), ଅନ୍ୟମାନଙ୍କ ମଧ୍ୟରେ ଲେକ୍ସିସ୍କାନ ଏକ ବେପାର ନାମ, ଫାର୍ମାକୋଲୋଜିକ୍ ଚାପ ପରୀକ୍ଷା ପାଇଁ ବ୍ୟବହୃତ ଏକ ଔଷଧ ।[୧] ଏହା ରେଡିଓନ୍ୟୁକ୍ଲିଡ୍ ମାୟୋକାର୍ଡିଆଲ୍ ପରଫ୍ୟୁଜନ ଇମେଜିଙ୍ଗର ଏକ ଅଂଶ ଭାବରେ ବ୍ୟବହୃତ ହୁଏ ।[୧] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ଏସଟି ସେଗମେଣ୍ଟ ପରିବର୍ତ୍ତନ, ଲାଲ ପଡ଼ିଯିବା (ଫ୍ଲଶ୍), ଅଣନିଶ୍ୱାସ ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାତ ଏବଂ ଆନାଫାଇଲାକ୍‌ସିସ ହୋଇପାରେ ।[୧] କମ୍ ରକ୍ତଚାପ କିମ୍ବା ଖରାପ ନିୟନ୍ତ୍ରିତ ହୃଦ୍‌ପାତ ରୋଗ ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୨] ଏହା ଏକ ଏ<sub id="mwHg">୨ଏ</sub> (A <sub id="mwHg">2A</sub>)ଆଡେନୋସିନ ରିସେପ୍ଟର ଆଗୋନିଷ୍ଟ ଯାହା ହୃତପିଣ୍ଡକୁ ସରବରାହ କରୁଥିବା ରକ୍ତନଳୀଗୁଡ଼ିକୁ ସ୍ଫିତ କରିଥାଏ ।[୨]

୨୦୦୮ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରେଗାଡେନୋସନ ଅନୁମୋଦିତ ହୋଇଥିଲା ।[୩] [୨] ଯୁକ୍ତରାଷ୍ଟ୍ରରେ ୨୦୧୦ ସୁଦ୍ଧା ଏହାର ଏକ ମାତ୍ରାର ମୂଲ୍ୟ ପ୍ରାୟ ୨୭୦ ଡଲାର ଥିଲା ।[୪]

  1. ୧.୦ ୧.୧ ୧.୨ ୧.୩ "Regadenoson Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 16 October 2021.
  2. ୨.୦ ୨.୧ ୨.୨ ୨.୩ "Rapiscan EPAR". European Medicines Agency. Archived from the original on 11 August 2020. Retrieved 3 May 2020.
  3. "DailyMed - LEXISCAN- regadenoson injection, solution". dailymed.nlm.nih.gov. Archived from the original on 17 October 2021. Retrieved 16 October 2021.
  4. "Lexiscan Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 16 October 2021.