Jump to content

ଆଡେନୋସିନ

ଉଇକିପିଡ଼ିଆ‌ରୁ
(Adenosineରୁ ଲେଉଟି ଆସିଛି)
ଆଡେନୋସିନ
Clinical data
Trade namesAdenocard; Adenocor; Adenic; Adenoco; Adeno-Jec; Adenoscan; Adenosin; Adrekar; Krenosin
SynonymsSR-96225
AHFS/Drugs.commonograph
Pregnancy
category
  • C
Routes of
administration
Intravenous[]
Legal status
Legal status
  • ℞ (Prescription only)
Pharmacokinetic data
BioavailabilityRapidly cleared from circulation via cellular uptake
Protein bindingNo
MetabolismRapidly converted to inosine and adenosine monophosphate
Onset of action<40 sec[]
Elimination half-lifecleared plasma <30 seconds; half-life <10 seconds
Duration of action1 to 2 min[]
Excretioncan leave cell intact or can be degraded to hypoxanthine, xanthine, and ultimately uric acid
Identifiers
  • (2R,3R,4S,5R)-2-(6-amino-9H-purin-9-yl)-5-(hydroxymethyl)oxolane-3,4-diol
ECHA InfoCard100.000.354 Edit this at Wikidata
Chemical and physical data
FormulaC10H13N5O4
Molar mass୨୬୭.୨୫ g·mol−1
3D model (JSmol)
  • n2c1c(ncnc1n(c2)[C@@H]3O[C@@H]([C@@H](O)[C@H]3O)CO)N
  • InChI=1S/C10H13N5O4/c11-8-5-9(13-2-12-8)15(3-14-5)10-7(18)6(17)4(1-16)19-10/h2-4,6-7,10,16-18H,1H2,(H2,11,12,13)/t4-,6-,7-,10-/m1/s1 checkY
  • Key:OIRDTQYFTABQOQ-KQYNXXCUSA-N checkY
  (verify)

ଆଡେନୋସିନ ହେଉଛି ସ୍ତନ୍ୟପାୟୀ ପ୍ରାଣୀମାନଙ୍କରେ ମିଳୁଥିବା ଏକ ରାସାୟନିକ ପଦାର୍ଥ ଯାହା ଏକ ଔଷଧ ଭାବରେ ମଧ୍ୟ ବ୍ୟବହୃତ ହୁଏ । [] [] ଔଷଧ ଭାବରେ ଏହା କେତେକ ପ୍ରକାରର ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡିଆର ଚିକିତ୍ସା କିମ୍ବା ନିରାକରଣ ପାଇଁ ବ୍ୟବହୃତ ହୁଏ ଯାହା ଭାଗାଲ ମାନୋଭର ସହିତ ଉନ୍ନତି କରେ ନାହିଁ । [] ଏହା ସାଧାରଣତଃ ଶିରାରେ ଦ୍ରୁତ ଇଞ୍ଜେକ୍ସନ୍ ଆକାରରେ ଦିଆଯାଏ । [] ଏହାର ପ୍ରଭାବ ଆରମ୍ଭ ୪୦ ସେକେଣ୍ଡ ମଧ୍ୟରେ ଆରମ୍ଭ ହୁଏ ଏବଂ ଏହାର ପ୍ରଭାବ ୨ ମିନିଟରୁ କମ୍ ସମୟ ପର୍ଯ୍ୟନ୍ତ ରହିଥାଏ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଛାତି ଯନ୍ତ୍ରଣା, ଦୁର୍ବଳ ଅନୁଭବ, ଅଣନିଶ୍ୱାସ ଏବଂ ଚର୍ମ ଝିମ ଝିମ ହୋଇପାରେ । [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଖରାପ ଡିସାଅରିଦମିଆ ଏବଂ ନିମ୍ନ ରକ୍ତଚାପ ଅନ୍ତର୍ଭୁକ୍ତ ହୋଇପାରେ । [] ଯଦିଓ ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ, ନିରାପତ୍ତା ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ ।[] ଆଡେନୋସାଇନ୍ ହେଉଛି ଆରଏନଏ (RNA) ପାଇଁ ଚାରୋଟି ନ୍ୟୁକ୍ଲିଓସାଇଡ୍ ବିଲଡିଂ ବ୍ଲକ ମଧ୍ୟରୁ ଗୋଟିଏ । [] ଏହା ଫ୍ରିକ୍ୱେନ୍ସି ବା ଆବୃତି ହ୍ରାସ କରି କାର୍ଯ୍ୟକ୍ଷମ ହୁଏ ଯାହାଦ୍ୱାରା ବୈଦ୍ୟୁତିକ ସଙ୍କେତ ହୃଦୟର ଏଭି (AV) ନୋଡ ଦେଇ ଯାଇପାରେ । []

୧୯୮୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଡେନୋସାଇନ୍ ଅନୁମୋଦିତ ହୋଇଥିଲା। [] ଏହା ଅବଶ୍ୟ ୧୯୨୦ ଦଶକରୁ ଜୀବନ୍ତ ପ୍ରଣାଳୀ ମଧ୍ୟରେ ଅଧ୍ୟୟନ କରାଯାଇଛି । [] ଏକ ସାଧାରଣ ଔଷଧ ଭାବରେ ଆଡେନୋସାଇନ୍ ଉପଲବ୍ଧ ଅଟେ । [] ଏହା ମହଙ୍ଗା ନୁହେଁ । [] ଯୁକ୍ତରାଜ୍ୟରେ ୨୦୨୦ରେ ୬ ମିଗ୍ରା ମାତ୍ରାର ମୂଲ୍ୟ ପ୍ରାୟ ଏକ ପାଉଣ୍ଡ ଥାଏ ।[]

  1. 1 2 3 4 Aehlert, Barbara J. (2015). ECGs Made Easy - E-Book (in ଇଂରାଜୀ). Elsevier Health Sciences. p. 116. ISBN 978-0-323-39150-4. Archived from the original on 27 August 2021. Retrieved 29 September 2020.
  2. 1 2 3 Adenosine Receptors in Neurology and Psychiatry (in ଇଂରାଜୀ). Academic Press. 2014. p. XV. ISBN 978-0-12-801318-2. Archived from the original on 2021-08-27. Retrieved 2020-09-28.
  3. Index Nominum 2000: International Drug Directory. Taylor & Francis. 2000. pp. 18–. ISBN 978-3-88763-075-1. Archived from the original on 2016-05-04. Retrieved 2016-01-05.
  4. 1 2 3 4 5 6 "Adenosine". The American Society of Health-System Pharmacists. Archived from the original on December 23, 2014. Retrieved Sep 27, 2020.
  5. "Adenosine Use During Pregnancy". Drugs.com (in ଇଂରାଜୀ). Archived from the original on 5 December 2020. Retrieved 28 September 2020.
  6. 1 2 BNF 79. London: Pharmaceutical Press. March 2020. p. 110. ISBN 978-0857113658.
  7. Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 34–35. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.