Jump to content

ରୁକ୍ସୋଲିଟିନିବ

ଉଇକିପିଡ଼ିଆ‌ରୁ
ରୁକ୍ସୋଲିଟିନିବ
Clinical data
PronunciationJakafi /ˈækəf/ JAK-ə-fye
Trade namesJakafi, Jakavi
SynonymsINCB018424, INC424
AHFS/Drugs.commonograph
MedlinePlusa612006
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability95%[]
    Protein binding97%[]
    MetabolismLiver (mainly CYP3A4-mediated)[]
    Elimination half-life2.8-3 hours[]
    ExcretionUrine (74%), faeces (22%)[]
    Identifiers
    • (3R)-3-Cyclopentyl-3-[4-(7H-pyrrolo[2,3-d]pyrimidin-4-yl)pyrazol-1-yl]propanenitrile
    Chemical and physical data
    FormulaC17H18N6
    Molar mass୩୦୬.୩୭ g·mol−1
    3D model (JSmol)
    • C1CCC(C1)C(CC#N)N2C=C(C=N2)C3=C4C=CNC4=NC=N3
    • InChI=1S/C17H18N6/c18-7-5-15(12-3-1-2-4-12)23-10-13(9-22-23)16-14-6-8-19-17(14)21-11-20-16/h6,8-12,15H,1-5H2,(H,19,20,21)/t15-/m1/s1 checkY
    • Key:HFNKQEVNSGCOJV-OAHLLOKOSA-N checkY
      (verify)

    ରୁକ୍ସୋଲିଟିନିବ, ବିକ୍ରୟ ନାମ ଜାକୋଫି ଏବଂ ଜାକାଭି, ଏକ ଔଷଧ ଯାହା ମାଇଲୋଫାଇବ୍ରୋସିସ୍, ପଲିସାଇଥେମିଆ ଭେରା (ପିସିଭି/ PCV) ଏବଂ ଗ୍ରାଫ୍ଟ-ବନାମ-ହୋଷ୍ଟ ରୋଗର (ଜିଭିଏଚଡି/ GvHD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ପିସିଭି ରୋଗରେ ହାଇଡ୍ରୋକ୍ସିକାର୍ବାମାଇଡ ଯଥେଷ୍ଟ ନ ହେଲେ ଏବଂ ଜିଭିଏଚଡିରେ କୌଣସି ଔଷଧ କାର୍ଯ୍ୟକ୍ଷମ ନ ହେଲେ ଏହା ବ୍ୟବ‌ହାର କରାଯାଏ ।[] ଏହା ପାଟି ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥ୍ରୋମ୍ବୋସାଇଟୋପେନିଆ, ରକ୍ତହୀନତା, ସ୍ୱଳ୍ପ ନିଉଟ୍ରୋଫିଲ, ରକ୍ତସ୍ରାବ, ଯକୃତ ସମସ୍ୟା ଏବଂ ଅସ୍ୱାଭାବିକ ଲିପିଡ୍ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଚର୍ମ କର୍କଟ, ରକ୍ତ ଜମାଟ ବାନ୍ଧିବା ଏବଂ ହୃଦରକ୍ତନାଳୀ ରୋଗ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ କାଇନେଜ ଇନହିବିଟର ।[]

    ଯୁକ୍ତରାଷ୍ଟ୍ରରେ ୨୦୧୧ ମସିହାରେ ଏବଂ ୟୁରୋପରେ ୨୦୧୨ ମସିହାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ରୁକ୍ସୋଲିଟିନିବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଷ୍ଟ୍ରରେ ୨୦୨୧ ମସିହାରେ ଏହାର ଏକ ମାସ ବ୍ୟବ‌ହାରର ମୂଲ୍ୟ ୧୫,୮୦୦ ହୋଇଥିଲା ।[] ଯୁକ୍ତରାଜ୍ୟରେ ଏହି ପରିମାଣ ଔଷଧର ମୂଲ୍ୟ ୩,୦୦୦ ପାଉଣ୍ଡ ଥିଲା ।[]

    1. 1 2 3 4 5 6 7 "Jakafi- ruxolitinib tablet". DailyMed. 26 February 2020. Archived from the original on 3 November 2020. Retrieved 16 November 2020.
    2. "Jakavi EPAR". European Medicines Agency (EMA). Archived from the original on 12 November 2020. Retrieved 16 November 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    3. 1 2 3 4 5 "Jakafi (ruxolitinib) dosing, indications, interactions, adverse effects, and more". Medscape Reference. WebMD. Archived from the original on 12 December 2018. Retrieved 16 February 2014.
    4. 1 2 "Jakavi". Archived from the original on 12 November 2020. Retrieved 19 October 2021.
    5. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1056. ISBN 978-0-85711-369-6.{{cite book}}: CS1 maint: date format (link)
    6. "Jakafi Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 October 2021. Retrieved 19 October 2021.