ରାଧିକା ଚୌଧୁରୀ
ଦେଖଣା
ରାଧିକା ଚୌଧୁରୀ | |
|---|---|
| ଜନ୍ମ | ରାଧିକା ଚୌଧୁରୀ |
| ବୃତ୍ତି(ସମୂହ) | ଅଭିନେତ୍ରୀ, ନିର୍ଦ୍ଦେଶକ |
| ସକ୍ରିୟ ବର୍ଷ | ୧୯୯୯–ଏବେଯାଏଁ |
ରାଧିକା ଚୌଧୁରୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୨୦୧୦ରେ ସେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ପୁରସ୍କୃତ ହୋଇଥିଲା ।[୧]
ଅଭିନୟ ଜୀବନ
[ସମ୍ପାଦନା]ରଧିକା ପୁଣେ ବିଶ୍ୱବିଦ୍ୟାଳୟରୁ ଗଣଯୋଗାଯୋଗରେ ସ୍ନାତକତ୍ତୋର ହାସଲ କରିଥିଲେ । ସେ ପାଖାପାଖି ୩୦ଟି ହିନ୍ଦୀ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହି ସବୁ ଚଳଚ୍ଚିତ୍ର ମଧ୍ୟରେ ତେରେ ନାମ୍ ଏବଂ ଖୁସିରେ ତାଙ୍କର ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।
୨୦୧୦ରେ ରାଧିକା ଜଣେ ନିର୍ଦ୍ଦଶିକା ଭାବରେ ଲସ୍ ଆଞ୍ଜେଲସ୍ର କାହାଣୀ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଅରେଞ୍ଜ ବ୍ଲୋଜମ୍ ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରଟି ଯୁକ୍ତରାଷ୍ଟ୍ର ଆମେରିକାଦ୍ୱାରା ପୁରସ୍କୃତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଜଣେ ଏକାକିନୀ ମାଆ ଉପରେ ଆଧାରିତ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | ଚଳଚ୍ଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
|---|---|---|---|---|
| ୧୯୯୯ | ସାମ୍ବାଇ | ତେଲୁଗୁ | ||
| କାନ୍ନୁପଡ଼ୁ ପୋଗୁତାଇ | ତାମିଲ | |||
| ଟାଇମ୍ | ତାମିଲ | |||
| ୨୦୦୦ | ସିମ୍ମାସନମ୍ | ତାମିଲ | ||
| କ୍ରୋଧମ୍ ୨ | ତାମିଲ | |||
| ପ୍ରିୟାମାନବଲେ | ସୋମ୍ୟା | ତାମିଲ | ||
| ୨୦୦୧ | ହୁଛୁନା ମାଦୁବେଲି ଉନ୍ଦୋନେ ଜାନା | କନ୍ନଡ଼ | ||
| ମିଡିଲ୍ କ୍ଲାସ୍ ମାଧବନ୍ | ତାମିଲ | |||
| କୁଙ୍ଗୁମା ପୋଟ୍ଟୁ ଗୌନ୍ଦର | ତାମିଲ | |||
| ନୁବ୍ଭୁ ନେନୁ | ପ୍ରିଯା | ତେଲୁଗୁ | ||
| ପାର୍ଥଲେ ପାରଭାଷମ୍ | ରେଖା | ତାମିଲ | ||
| ୨୦୦୨ | ଶାକାଲାକା ବେବି | ତାମିଲ | ||
| ତପ୍ପୁଚେସି ପାପ୍ପୁକୋଡ଼ୁ | ଚୀଚା | ତେଲୁଗୁ | ||
| ନନ୍ଦି | ପିଙ୍କି | କନ୍ନଡ଼ | ||
| ୨୦୦୩ | ଖୁସି | ରୋମା | ହିନ୍ଦୀ | |
| ବିକଦାନ୍ | ତାମିଲ | |||
| ତେରେ ନାମ୍ | ହିନ୍ଦୀ | |||
| ମା ଅଲ୍ଲୁଡ଼ୁ ଭେରି ଗୁଡ୍ | ତେଲୁଗୁ | ଅତିଥୀ କଳାକାର | ||
| ୨୦୦୩ | ଓକା ପେଲ୍ଲମ୍ ମୁଦ୍ଦୁ ରେଣ୍ଡୋ ପେଲ୍ଲମ୍ ବାଡ଼ୁ | ତେଲୁଗୁ | ||
| ଏଇଥେ ଏଣ୍ଟି | ତେଲୁଗୁ | |||
| ମୀ ଏଣ୍ଟିକୋସ୍ତେ ଏମିସ୍ତାରୁ ମା ଏଣ୍ଡିକୋସ୍ତେ ଏମି ତେସ୍ତାରୁ | ତେଲୁଗୁ | |||
| ୨୦୦୪ | ଏନ୍ ପୁରୁଷନ୍ ଏଥିରି ଭୀଟୁ ପୋନ୍ନୁ | ତାମିଲ | ||
| ୨୦୧୦ | ଦ ହଞ୍ଚବ୍ୟାକ୍ | ଇଂରାଜୀ |
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2019-03-31. Retrieved 2017-03-19.
{{cite web}}: Cite has empty unknown parameter:|1=(help) - ↑ "ଆର୍କାଇଭ୍ କପି". Archived from the original on 2012-07-07. Retrieved 2017-03-19.
{{cite web}}: Cite has empty unknown parameter:|1=(help)