Jump to content

ରାଧିକା ଚୌଧୁରୀ

ଉଇକିପିଡ଼ିଆ‌ରୁ
(Radhika Choudhuryରୁ ଲେଉଟି ଆସିଛି)
ରାଧିକା ଚୌଧୁରୀ
ଜନ୍ମ
ରାଧିକା ଚୌଧୁରୀ
ବୃତ୍ତି(ସମୂହ)ଅଭିନେତ୍ରୀ, ନିର୍ଦ୍ଦେଶକ
ସକ୍ରିୟ ବର୍ଷ୧୯୯୯–ଏବେଯାଏଁ

ରାଧିକା ଚୌଧୁରୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୨୦୧୦ରେ ସେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଯୁକ୍ତରାଷ୍ଟ୍ର ଆମେରିକାରେ ପୁରସ୍କୃତ ହୋଇଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

ରଧିକା ପୁଣେ ବିଶ୍ୱବିଦ୍ୟାଳୟରୁ ଗଣଯୋଗାଯୋଗରେ ସ୍ନାତକତ୍ତୋର ହାସଲ କରିଥିଲେ । ସେ ପାଖାପାଖି ୩୦ଟି ହିନ୍ଦୀ, ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏହି ସବୁ ଚଳଚ୍ଚିତ୍ର ମଧ୍ୟରେ ତେରେ ନାମ୍ ଏବଂ ଖୁସିରେ ତାଙ୍କର ଅଭିନୟକୁ ସମୀକ୍ଷକମାନେ ପସନ୍ଦ କରିଥିଲେ ।

୨୦୧୦ରେ ରାଧିକା ଜଣେ ନିର୍ଦ୍ଦଶିକା ଭାବରେ ଲସ୍ ଆଞ୍ଜେଲସ୍‌ର କାହାଣୀ ଉପରେ ପର୍ଯ୍ୟବସିତ ଚଳଚ୍ଚିତ୍ର ଅରେଞ୍ଜ ବ୍ଲୋଜମ୍‌ ନିର୍ମାଣ କରିଥିଲେ । ଏହି ଚଳଚ୍ଚିତ୍ରଟି ଯୁକ୍ତରାଷ୍ଟ୍ର ଆମେରିକାଦ୍ୱାରା ପୁରସ୍କୃତ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଜଣେ ଏକାକିନୀ ମାଆ ଉପରେ ଆଧାରିତ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାଭାଷାମନ୍ତବ୍ୟ
୧୯୯୯ସାମ୍ବାଇତେଲୁଗୁ
କାନ୍ନୁପଡ଼ୁ ପୋଗୁତାଇତାମିଲ
ଟାଇମ୍ତାମିଲ
୨୦୦୦ସିମ୍ମାସନମ୍ତାମିଲ
କ୍ରୋଧମ୍ ୨ତାମିଲ
ପ୍ରିୟାମାନବଲେସୋମ୍ୟାତାମିଲ
୨୦୦୧ହୁଛୁନା ମାଦୁବେଲି ଉନ୍ଦୋନେ ଜାନାକନ୍ନଡ଼
ମିଡିଲ୍ କ୍ଲାସ୍ ମାଧବନ୍ତାମିଲ
କୁଙ୍ଗୁମା ପୋଟ୍ଟୁ ଗୌନ୍ଦରତାମିଲ
ନୁବ୍ଭୁ ନେନୁପ୍ରିଯାତେଲୁଗୁ
ପାର୍ଥଲେ ପାରଭାଷମ୍ରେଖାତାମିଲ
୨୦୦୨ଶାକାଲାକା ବେବିତାମିଲ
ତପ୍ପୁଚେସି ପାପ୍ପୁକୋଡ଼ୁଚୀଚାତେଲୁଗୁ
ନନ୍ଦିପିଙ୍କିକନ୍ନଡ଼
୨୦୦୩ଖୁସିରୋମାହିନ୍ଦୀ
ବିକଦାନ୍ତାମିଲ
ତେରେ ନାମ୍ହିନ୍ଦୀ
ମା ଅଲ୍ଲୁଡ଼ୁ ଭେରି ଗୁଡ୍ତେଲୁଗୁଅତିଥୀ କଳାକାର
୨୦୦୩ଓକା ପେଲ୍ଲମ୍ ମୁଦ୍ଦୁ ରେଣ୍ଡୋ ପେଲ୍ଲମ୍ ବାଡ଼ୁତେଲୁଗୁ
ଏଇଥେ ଏଣ୍ଟିତେଲୁଗୁ
ମୀ ଏଣ୍ଟିକୋସ୍ତେ ଏମିସ୍ତାରୁ ମା ଏଣ୍ଡିକୋସ୍ତେ ଏମି ତେସ୍ତାରୁତେଲୁଗୁ
୨୦୦୪ଏନ୍ ପୁରୁଷନ୍ ଏଥିରି ଭୀଟୁ ପୋନ୍ନୁତାମିଲ
୨୦୧୦ଦ ହଞ୍ଚବ୍ୟାକ୍ଇଂରାଜୀ
  1. "ଆର୍କାଇଭ୍ କପି". Archived from the original on 2019-03-31. Retrieved 2017-03-19. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2012-07-07. Retrieved 2017-03-19. {{cite web}}: Cite has empty unknown parameter: |1= (help)