Jump to content

ରାଜେନ୍ଦ୍ର ଢୋଲକିଆ

ଉଇକିପିଡ଼ିଆ‌ରୁ
ରାଜେନ୍ଦ୍ର ଢୋଲକିଆ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯  ୮ ସେପ୍ଟେମ୍ବର ୨୦୨୫
ପୂର୍ବ ଅଧିକାରୀବସନ୍ତ କୁମାର ପଣ୍ଡା
ନିର୍ବାଚନ ମଣ୍ଡଳୀନୂଆପଡ଼ା
ବିଧାୟକ: ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪  ୨୦୧୪
ପୂର୍ବ ଅଧିକାରୀବସନ୍ତ କୁମାର ପଣ୍ଡା
ପର ଅଧିକାରୀବସନ୍ତ କୁମାର ପଣ୍ଡା
ନିର୍ବାଚନ ମଣ୍ଡଳୀନୂଆପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1956-11-20)୨୦ ନଭେମ୍ବର ୧୯୫୬
ମୃତ୍ୟୁ୮ ସେପ୍ଟେମ୍ବର ୨୦୨୫(2025-09-08) (ବୟସ ୬୮)
ଚେନ୍ନାଇ
ମୃତ୍ୟୁର କାରଣବୃକ୍‌କ ବିଫଳତା
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀକଳ୍ପନା ଢୋଲକିଆ
ବାପା/ବୋଉରସିକଲାଲ ଢୋଲକିଆ (ବାପା)
ବୃତ୍ତିରାଜନୀତିଜ୍ଞ

ରାଜେନ୍ଦ୍ର ଢୋଲକିଆ ( ୨୦ ନଭେମ୍ବର ୧୯୫୬ - ୮ ସେପ୍ଟେମ୍ବର ୨୦୨୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪, ୨୦୦୯ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୂଆପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ, ୧୪ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ରାଜେନ୍ଦ୍ର ଢୋଲକିଆ ୧୯୫୬ ମସିହାର ନଭେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରସିକଲାଲ ଢୋଲକିଆ ଓ ପତ୍ନୀଙ୍କ ନାମ କଳ୍ପନା ଢୋଲକିଆ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ରାଜେନ୍ଦ୍ର ଢୋଲକିଆ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଛନ୍ତି ।[] ସେ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[]

ବିଧାନ ସଭା ସଭ୍ୟ ବିବରଣୀ

[ସମ୍ପାଦନା]
ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୨୦୦୪ ୨୦୦୯ ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା ନୂଆପଡ଼ା ସ୍ୱାଧୀନ
୨୦୦୯ ୨୦୧୪ ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା ବିଜୁ ଜନତା ଦଳ
୨୦୧୯ ୮ ସେପ୍ଟେମ୍ବର ୨୦୨୫ ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା ବିଜୁ ଜନତା ଦଳ

ମୃତ୍ୟୁ

[ସମ୍ପାଦନା]

୨୦୨୫ ମସିହା ସେପ୍ଟେମ୍ବର ୮ ତାରିଖରେ ଚେନ୍ନାଇର ଏକ ହାସପାତାଲରେ ରାଜେନ୍ଦ୍ରଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଥିଲା ।[] ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।

  1. 1 2 "Shri Rajendra Dholakia". odishaassembly.nic.in. Odisha Assembly. Retrieved 22 June 2021.
  2. Bharat, E. T. V. (2025-09-08). "ପରଲୋକରେ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆ". ETV Bharat News. Retrieved 2025-09-20.
  3. Ojha, Sibasankar (2025-09-08). "ଆରପାରିରେ ନୂଆପଡ଼ା ବିଧାୟକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ". Sambad. Retrieved 2025-09-08.

ବାହାର ଆଧାର

[ସମ୍ପାଦନା]
  • ଉଇକିମିଡ଼ିଆ କମନ୍ସରେ Rajendra Dholakia-ସମ୍ପର୍କିତ ମିଡ଼ିଆ