Jump to content

ରାଇ ଲକ୍ଷ୍ମୀ

ଉଇକିପିଡ଼ିଆ‌ରୁ
ରାଇ ଲକ୍ଷ୍ମୀ
ଜନ୍ମ
ଲକ୍ଷ୍ମୀ ରାଇ

(1989-05-05) ୫ ମଇ ୧୯୮୯ (ବୟସ ୩୬)[]
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ, ମଞ୍ଚ କଳାକାର
ସକ୍ରିୟ ବର୍ଷ୨୦୦୫  -ଏବେଯାଏଁ
ପିତାମାତାରାମ ରାଇ
ମଞ୍ଜୁଳା ରାଇ

ରାଇ ଲକ୍ଷ୍ମୀ (ଜନ୍ମ: ୫ ମଇ ୧୯୮୯)[][] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ ଏବଂ ମଡେଲ ଯିଏକି ମୁଖ୍ୟତଃ କନ୍ନଡ଼, ମାଲାୟଲମ୍, ତାମିଲ ଏବଂ ତେଲୁଗୁ କଥାଚିତ୍ରରେ ଅଭିନୟ କରନ୍ତି । ୨୦୧୭ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଜୁଲି-୨ ଚଳଚ୍ଚିତ୍ର ମାଧ୍ୟମରେ ସେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବାର ଅଛି । ରାଇ କଥାଚିତ୍ର ଜଗତରେ ଗୋଟେ ଦିଶନ୍ଧିରେ ବିଭିନ୍ନ ଭାଷାରେ ପ୍ରାୟ ୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ରାଇ ଲକ୍ଷ୍ମୀ ୫ ମଇ ୧୯୮୯ରେ ବେଲଗୌମ, କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ହେଉଛନ୍ତି ରାମ ରାଇ ଏବଂ ମଞ୍ଜୁଳା ରାଇ । ସେ ଜଣେ ଗୁଜରାଟି ପରିବାରର ଲୋକ ।[][]

କଥାଚିତ୍ର ଜୀବନ

[ସମ୍ପାଦନା]

ରାଇ ମାତ୍ର ୧୫ବର୍ଷ ବୟସରେ ୨୦୦୫ରେ ଏକ ତାମିଲ କଥାଚିତ୍ର କର୍କା କସଦରା ଜରିଆରେ ଅଭିନୟ ଜଗରେ ପ୍ରେବେଶ କରିଥିଲେ ।[] ପରେ ପରେ ସେ ଅନେକ ତାମିଲ କଥାଚିତ୍ରରେ ଅଭିନୟ କରିଥିଲେ । ୨୦୦୮ରେ ସେ ନିର୍ଦ୍ଦଶକ ଜୀଭାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଧାମ୍ ଧୂମ୍ରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ସେ ଫିଲ୍ମ‌ଫେୟାର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ସ‌ହ ଅଭିନେତ୍ରୀ ପାଇଁ ମନୋନୀତ ହୋଇଥିଲେ ।[]

୨୦୦୭ ମସିହାରେ ରାଇ ରକ୍ ଆଣ୍ଡ ରୋଲ୍ ଜରିଆରେ ମୋହନଲାଲଙ୍କ ସ‌ହ ମାଲାୟଲମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । []

ଅଭିନୀତ କଥାଚିତ୍ର

[ସମ୍ପାଦନା]
କ୍ରମିକ ସଂଖ୍ୟାବର୍ଷଚଳଚ୍ଚିତ୍ରଭୂମିକାଭାଷାମନ୍ତବ୍ୟ
୨୦୦୫କରକ କାସଦରଅଞ୍ଜଳିତାମିଲତାମିଲ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୫କାଞ୍ଚନମାଳା କେବୁଲ ଟିଭିକାଞ୍ଚନତେଲୁଗୁତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୫କୁନ୍ଦକ୍କା ମନ୍ଦକ୍କାରୂପାତାମିଲ
୨୦୦୫ବାଲ୍ମିକୀକନ୍ନଡ଼କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୨୦୦୬ନୀକ୍କୁ ନାକ୍କୁତେଲୁଗୁ
୨୦୦୬ଧର୍ମ‌ପୁରୀବାଲାର୍‌ମର୍ତ୍ତୀତାମିଲ
୨୦୦୭ନୀଞ୍ଜାଇ ଥୋଡ଼ୁଐଶ୍ୱର୍ଯାତାମିଲ
୨୦୦୭ରକ୍ ଅନ୍ ରୋଲ୍ଦୟା ଶ୍ରୀନିବାସମାଲାୟଲମ୍ମାଲାୟଲମ୍ କଥାଚିତ୍ର ଜଗତେ ଅଭିନୟ ଆରମ୍ଭ
୨୦୦୭ସ୍ନେହାନା ପ୍ରୀତିନାଲକ୍ଷ୍ମୀକନ୍ନଡ଼
୧୦୨୦୦୮ବେଲ୍ଲୀ ଥିରାଇନିଜେତାମିଲଅତିଥି କଳାକାର
୧୧୨୦୦୮ଆନ୍ନାନ ଥମ୍ବିଥେନମୋଝିମାଲାୟଲମ୍
୧୨୨୦୦୮ମିଞ୍ଚିନା ଓଟାଲକ୍ଷ୍ମୀକନ୍ନଡ଼
୧୩୨୦୦୮ପରୁନ୍ଥୁରାଖିମାଲାୟଲମ୍
୧୪୨୦୦୮ରଗସିୟା ସ୍ନେହିଥାନେଜେନିତାମିଲ
୧୫୨୦୦୮ଧାମ୍ ଧୁମ୍ଆରତୀ ଚିନ୍ନାପ୍ପାତାମିଲ
୧୬୨୦୦୯୨ ହରିହର ନାଗରମାୟାମାଲାୟଲମ୍
୧୭୨୦୦୯ମୁଥିରାଇକାବ୍ୟାତାମିଲ
୧୮୨୦୦୯ବାମନନ୍ପୂଜାତାମିଲ
୧୯୨୦୦୯ନାନ୍ ଅବାନିଲାଇ ୨ଦୀପାତାମିଲ
୨୦୨୦୦୯ଓରୁ କନ୍ଧାଲନ୍ ଓରୁ କଧାଲିଚରନ୍ୟାତାମିଲ
୨୧୨୦୦୯ଚାଟ୍ଟମ୍ବିନାଡ଼ୁଗୌରୀମାଲାୟଲମ୍
୨୨୨୦୦୯ଏଭିଦାମ୍ ସ୍ୱର୍ଗମନୁସୁନୀତାମାଲାୟଲମ୍
୨୩୨୦୧୦ଇନ୍ ଘୋଷ୍ଟ ହାଉସ୍ ଇନ୍ମାୟାମାଲାୟଲମ୍ଅତିଥି କଳାକାର
୨୪୨୦୧୦ଇରୁମ୍ବୁକ୍କୋତ୍ତାଇ ମୁରୁତ୍ତୁ ସିଙ୍ଘମ୍ପାକ୍କିତାମିଲ
୨୫୨୦୧୦ପେନ୍ ସିଙ୍ଘମ୍ନିଜେତାମିଲଅତିଥି କଳାକାର
୨୬୨୦୧୧କ୍ରୀଷ୍ଟୀନ୍ ବ୍ରଦର୍ସସୋଫିଆମାଲାୟଲମ୍
୨୭୨୦୧୧କାଞ୍ଚନପ୍ରିୟାତାମିଲ
୨୮୨୦୧୧ମନ‌କଥାସୋନାତାମିଲ
୨୯୨୦୧୧ଓରୁ ମାରୁଭୂମିକ୍କାଧାମୀନାକ୍ଷୀ
ମାନସୀ
ମାଲାୟଲମ୍ଦ୍ୱୈତ ଭୂମିକା
୩୦୨୦୧୨କାସାନୋଭାହାନାମାଲାୟଲମ୍
୩୧୨୦୧୨ମାୟାମୋହିନୀମାୟା
କଟ୍ରୀନା
ମାଲାୟଲମ୍
୩୨୨୦୧୨ଅଧିନାୟକୁଡ଼ୁଦୀପ୍ତୀତେଲୁଗୁ
୩୩୨୦୧୨କଳ୍ପନାପ୍ରିୟାକନ୍ନଡ଼
୩୪୨୦୧୨ତାଣ୍ଡବମ୍ଗୀତାତାମିଲ
୩୫୨୦୧୩ବାନା ଯୁଦ୍ଧମ୍ବିଜୟତା ବୈଶିଷ୍ଟତାମିଲ
୩୬୨୦୧୩ଅଟ୍ଟ‌ହାସକନ୍ନଡ଼
୩୭୨୦୧୩ଅନ୍‌ବଧୁଲେ ଗୁରୁସଞ୍ଜନାତାମିଲ
୩୮୨୦୧୩ଆରୁ ସୁନ୍ଦରିମାରୁଡ଼େ କଥାଫୌଜିଆ ହାସନ୍ ଆଇପିଏସ୍ମାଲାୟଲମ୍
୩୯୨୦୧୩ବାଲୁପୁନିଜେତେଲୁଗୁଆଇଟମ୍ ଗୀତ
୪୦୨୦୧୪ଇରୁମ୍ବୁ କୁଥିରାଇକ୍ରିଷ୍ଟୀନାତାମିଲ
୪୧୨୦୧୪ରାଜାଧି ରାଜାରାଧାମାଲାୟଲମ୍
୪୨୨୦୧୪ଅରାନମାନାଇମାୟାତାମିଲ
୪୩୨୦୧୬ବାଙ୍ଗାଲୋର ନାଟକାଲଲକ୍ଷ୍ମୀତାମିଲ
୪୪୨୦୧୬ସୌକାରପେତ୍ତାଇମାୟାତାମିଲ
୪୫୨୦୧୬ସରଦାର୍ ଗବର୍ ସିଂହନିଜେତେଲୁଗୁତୋବା ତୋବା ଗୀତରେ ନୃତ୍ୟ
୪୬୨୦୧୬ଅକିରାମାୟାହିନ୍ଦୀହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ
୪୭୨୦୧୭ଖିଲାଡ଼ି ନଂ ୧୫୦ନିଜେତେଲୁଗୁ
୪୮୨୦୧୭ମୋଟ୍ଟା ଶିବା କେଟ୍ଟା ଶିବାତାମିଲ
୪୯୨୦୧୭ଜୁଲି ୨ Films that have not yet been releasedହିନ୍ଦୀPost-Production
୫୦୨୦୧୭Untitled Mithraj Jawahar projectତେଲୁଗୁ
ତାମିଲ
filming[୧୦]
  1. "Lakshmi Rai". StarsFact.com. Archived from the original on 14 November 2016. Retrieved 12 June 2017.
  2. "It's Raai Laxmi from now!". Deccan Chronicle. Retrieved 12 June 2017.
  3. "Lakshmi Rai is now Raai Laxmi"
  4. "50 FILMS IN JUST 10 YEARS".
  5. "I was brought up like a boy: Raai Laxmi"
  6. "Lakshmi Rai flooded with messages on birthday"
  7. "Why Raai Laxmi doesn't share space with Sonakshi Sinha"
  8. "DHAAM DHOOM – MOVIE REVIEW CAST Jayam Ravi Kangana Ranaut Lakshmi Rai". Behindwoods.com. 5 December 2007. Retrieved 12 June 2017.
  9. "Lakshmi Rai's hat trick with Mammootty!". Sify. 20 August 2009. Retrieved 12 June 2017.
  10. "Raai Laxmi in remake of 100 Degree Celsius"

ଅଧିକ ତ‌ଥ୍ୟ

[ସମ୍ପାଦନା]