ରାଇଗଞ୍ଜ
ଦେଖଣା
Raiganj
রায়গঞ্জ | |
|---|---|
town | |
| ଦେଶ | |
| ରାଜ୍ୟ | West Bengal |
| ଜିଲ୍ଲା | Uttar Dinajpur |
| Elevation | 40 m (130 ft) |
| Population (2011)[୧] | |
| • Total | ୧,୮୩,୬୧୨ |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | WB-60 |
| Lok Sabha constituency | Raiganj |
| Vidhan Sabha constituency | Raiganj |
| Website | uttardinajpur |
ରାଇଗଞ୍ଜ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ଉତ୍ତର୍ ଦିନଜ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ରାଇଗଞ୍ଜ ୨୫.୬୧୨୮ ଉତ୍ତର ଅକ୍ଷାଂଶ ଓ ୮୮.୧୨୪୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୩୪ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଇଗଞ୍ଜ ସହରର ମୋଟ ଜନସଂଖ୍ୟା ୧୬୫୨୨୨ ଅଟେ ।[୩] ସେଥି ମଧ୍ୟରୁ ୫୨.୯୫% ଜଣ ପରୁଷ ହୋଇଥିବା ବେଳେ ୪୭.୦୫% ଜଣ ନାରୀ ଅଟନ୍ତି । ରାଇଗଞ୍ଜର ସାକ୍ଷରତା ହାର ୭୫.୧୧% ଅଟେ । ଏହା ଜାତୀୟ ହାରଠାରୁ ୧୦.୨୭% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୬% ପ୍ରତିଶତ ପୁରୁଷ ଓ ୩୩.୪୫% ନାରୀ ଅଟନ୍ତି । ୧୧.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ବଙ୍ଗାଳୀ ରାଇଗଞ୍ଜର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.