ଗୁରୁଚରଣ ଟିକାୟତ
Appearance
ଗୁରୁଚରଣ ଟିକାୟତ | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୦ | |
ପୂର୍ବ ଅଧିକାରୀ | କାଙ୍ଗାଳି ଚରଣ ପଣ୍ଡା |
ପର ଅଧିକାରୀ | କଳ୍ପତରୁ ମିଶ୍ର |
ନିର୍ବାଚନ ମଣ୍ଡଳୀ | ଧର୍ମଶାଳା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନଭେମ୍ବର ୨୫, ୧୯୪୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଜୀବନ ସାଥୀ | ରାଣୀ ସୂଚାରୁ ମଞ୍ଜରୀ ଦେବୀ |
ବାପା/ବୋଉ | ଏସ୍. ଏନ୍. ବୀରବର ହରିଚନ୍ଦନ ମହାପାତ୍ର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗୁରୁଚରଣ ଟିକାୟତ (ଜନ୍ମ: ୨୫ ନଭେମ୍ବର ୧୯୪୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ଗୁରୁଚରଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ଗୁରୁଚରଣ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗୁରୁଚରଣ ଟିକାୟତ ୧୯୪୦ ମସିହାର ନଭେମ୍ବର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ଏସ୍. ଏନ୍. ବୀରବର ହରିଚନ୍ଦନ ମହାପାତ୍ର ଏବଂ ତାଙ୍କ ପତ୍ନୀଙ୍କ ନାମ ରାଣୀ ସୂଚାରୁ ମଞ୍ଜରୀ ଦେବୀ ।[୧] ଗୁରୁଚରଣଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗୁରୁଚରଣ ଟିକାୟତ ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]