ମୋରେନା
Appearance
Morena
Muraina | |
---|---|
town | |
Country | India |
State | Madhya Pradesh |
District | Morena |
Morena municipal corporation. | 6 Aug 2014. |
Government | |
• MLA | Rustam Singh |
Area | |
• ସମୁଦାୟ | 80. km2 (31 sq mi) |
Elevation | 177 m (581 ft) |
Population (2011)[୧] | |
• Total | ୨,୦୦,୪୮୨ |
• Rank | 154 |
• Density | 2,500/km2 (6,500/sq mi) |
Languages | |
• Official | Hindi |
Time zone | UTC+5:30 (IST) |
PIN | 476001 |
Telephone code | 07532 |
ଯାନବାହାନ ପଞ୍ଚୀକରଣ | MP 06 |
Website | www |
ମୋରେନା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ମଧ୍ୟପ୍ରଦେଶର ମୋରେନ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମୋରେନା ୨୬.୫୦୨୯ ଉତ୍ତର ଅକ୍ଷାଂଶ ଓ ୭୮.୦୦୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୋରେନା ସହରର ମୋଟ ଜନସଂଖ୍ୟା ୩୬୪୪୩ ଅଟେ ।[୩] ସେଥି ମଧ୍ୟରୁ ୫୩.୯୭% ଜଣ ପରୁଷ ହୋଇଥିବା ବେଳେ ୪୬.୦୩% ଜଣ ନାରୀ ଅଟନ୍ତି । ମୋରେନାର ସାକ୍ଷରତା ହାର ୬୫.୭୬% ଅଟେ । ଏହା ଜାତୀୟ ହାରଠାରୁ -୦.୯୨% ପ୍ରତିଶତ କମ ଅଟେ । ସେଥିରୁ ୪୦.୧୪% ପ୍ରତିଶତ ପୁରୁଷ ଓ ୨୫.୬୨% ନାରୀ ଅଟନ୍ତି । ୧୫.୮୯% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ମୋରେନାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.