ମେସିନ ଟ୍ରାନ୍ସଲେସନ
ମେସିନ ଟ୍ରାନ୍ସଲେସନ ବା ଯାନ୍ତ୍ରିକ ଅନୁବାଦ ହେଉଛି କମ୍ପ୍ୟୁଟେସନାଲ ଲିଙ୍ଗୁଇସ୍ଟିକସର ଏକ ବିଭାଗ ଯେଉଁଠାରେ ସଫ୍ଟୱେରଦ୍ୱାରା ଗୋଟିଏ ଭାଷାରୁ ଆଉ ଅନ୍ୟ ଏକ ଭାଷାକୁ ଅନୁବାଦ କରାଯାଇଥାଏ ।
ସାଧାରଣ କ୍ଷେତ୍ରରେ ମେସିନ ଟ୍ରାନ୍ସଲେସନ କେବଳ ଶବ୍ଦଗୁଡ଼ିକୁ ଗୋଟିଏ ଭାଷାରୁ ଅନ୍ୟ ଏକ ଭାଷାରେ ପ୍ରତିସ୍ଥାପନା କରିଥାଏ । କିନ୍ତୁ କେବଳ ଏତିକିରେ ଅନୁବାଦ ଠିକ ଭାବରେ ହୁଏ ନାହିଁ , କାରଣ ଗନ୍ତବ୍ୟ ଭାଷାର ଶବ୍ଦର ପାଖାପାଖି ଶବ୍ଦଗୁଡ଼ିକୁନେଇ ହେଉଥିବା ସମୂହର ଅର୍ଥକୁ ମଧ୍ୟ ଦେଖିବାକୁ ପଡ଼ିଥାଏ । ଅନୁବାଦ ସମୟରେ ମୂଳ ଏବଂ ଗନ୍ତବ୍ୟ ଭାଷା ମଧ୍ୟରେ ଥିବା ପାର୍ଥକ୍ୟଗୁଡ଼ିକୁ ଷ୍ଟାଟିଷ୍ଟିକାଲ/ପରିସଂଖ୍ୟାନ ତଥା ନ୍ୟୂରାଲ ମେସିନ ଟ୍ରାନ୍ସଲେସନଦ୍ୱାରା ଅନେକ ମାତ୍ରାରେ କମ କରାଯାଇପାରୁଛି ।[୧]
ଇତିହାସ[ସମ୍ପାଦନା]
ଯାନ୍ତ୍ରିକ ଅନୁବାଦର ଉତ୍ପନ୍ନ ପାଖାପାଖି ୧୭ତମ ଶତକରେ ହୋଇଥିଲା । ୧୬୨୯ ମସିହାରେ ରେନେ ଦେଶକର୍ଟେସ (René Descartes) ଗୋଟିଏ ସାଧାରଣ ଭାଷା ପ୍ରସ୍ତାବ ଦେଇଥିଲେ ଯାହାଦ୍ୱାରା ବିଭିନ୍ନ ଭାଷାଭାଷୀ ଲୋକେ ଗୋଟିଏ ଚିହ୍ନ ଉପଯୋଗ କରିପାରିବେ । ୨୦୧୬ରେ ଗୁଗଲ ନ୍ୟୂରାଲ ମେସିନ ଟ୍ରାନ୍ସଲେସନ ଉପଯୋଗ କରିବା ଆରମ୍ଭ କରିଥିଲା ।
ଅନୁବାଦ ପ୍ରକ୍ରିୟା [ସମ୍ପାଦନା]
ମନୁଷ୍ୟକୃତ ଅନୁବାଦକୁ ଦୁଇଟି ଉପ-ପ୍ରକ୍ରିୟାରେ କୁହାଯାଇପାରେ:
- ମୂଳ ଭାଷାର ଅର୍ଥ ବ୍ୟାଖ୍ୟା କରିବା (decoding ଏବଂ
- ଗନ୍ତବ୍ୟ ଭାଷାରେ ସେହି ଅର୍ଥକୁ ସଙ୍କେତିକରଣ (encoding) କରିବା
ଦ୍ରୁଷ୍ଟିକୋଣ [ସମ୍ପାଦନା]
ମେସିନ ଟ୍ରାନ୍ସଲେସନ ହେଉଛି ଏକ କଠିନ ପ୍ରକ୍ରିୟା । ବିଭିନ୍ନ ପ୍ରକାରର ଉପାୟ ସମୟାନୁକ୍ରମେ ଆବିଷ୍କାର ହୋଇଛି । ସେଗୁଡ଼ିକ ହେଲା:[୨][୩][୪]
- ରୁଲ ବେସ୍ଡ ମେସିନ ଟ୍ରାନ୍ସଲେସନ
- ଟ୍ରାନ୍ସଫର ବେସ୍ଡ
- ଇଣ୍ଟରଲିଙ୍ଗୁଆଲ
- ଡିକ୍ସନାରୀ ବେସ୍ଡ
- ଷ୍ଟାଟିଷ୍ଟିକାଲ ମେସିନ ଟ୍ରାନ୍ସଲେସନ
- ଏକଜାମ୍ପଲ ବେସ୍ଡ ମେସିନ ଟ୍ରାନ୍ସଲେସନ
- ହାଇବ୍ରିଡ଼ ମେସିନ ଟ୍ରାନ୍ସଲେସନ
- ନ୍ୟୂରାଲ ମେସିନ ଟ୍ରାନ୍ସଲେସନ
ଆହୁରି ଦେଖନ୍ତୁ[ସମ୍ପାଦନା]
- Cohen, J. M. (1986), "Translation", Encyclopedia Americana, 27, pp. 12–15
- Hutchins, W. John; Somers, Harold L. (1992). An Introduction to Machine Translation. London: Academic Press. ISBN 0-12-362830-X.
- Lewis-Kraus, Gideon, "Tower of Babble", New York Times Magazine, June 7, 2015, pp. 48–52.
ବାହ୍ୟ ଆଧାର[ସମ୍ପାଦନା]
- The Advantages and Disadvantages of Machine Translation
- International Association for Machine Translation (IAMT)
- Machine Translation Archive by John Hutchins. An electronic repository (and bibliography) of articles, books and papers in the field of machine translation and computer-based translation technology
- Machine translation (computer-based translation) – Publications by John Hutchins (includes PDFs of several books on machine translation)
- Machine Translation and Minority Languages
- John Hutchins 1999
ଆଧାର[ସମ୍ପାଦନା]
- ↑ Albat, Thomas Fritz. "Systems and Methods for Automatically Estimating a Translation Time." US Patent 0185235, 19 July 2012.
- ↑ https://www.lingo-star.com/different-types-machine-translation/
- ↑ chrome-extension://oemmndcbldboiebfnladdacbdfmadadm/https://kantanmt.com/documents/Machine_Translation.pdf
- ↑ https://localizeblog.com/types-of-machine-translation/