Jump to content

ମେଥୋକାର୍ବାମୋଲ

ଉଇକିପିଡ଼ିଆ‌ରୁ
ମେଥୋକାର୍ବାମୋଲ
Clinical data
Trade namesRobaxin, Marbaxin, others
AHFS/Drugs.commonograph
MedlinePlusa682579
data
Pregnancy
category
    Routes of
    administration
    By mouth, intravenous
    ATC code
    Legal status
    Legal status
    Pharmacokinetic data
    MetabolismLiver
    Elimination half-life1.14–1.24 hours[୨]
    Identifiers
    • (RS)-2-hydroxy-3-(2-methoxyphenoxy)propyl carbamate
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.007.751 Edit this at Wikidata
    Chemical and physical data
    FormulaC11H15NO5
    Molar mass୨୪୧.୨୪ g·mol−1
    3D model (JSmol)
    • O=C(OCC(O)COc1ccccc1OC)N
    • InChI=1S/C11H15NO5/c1-15-9-4-2-3-5-10(9)16-6-8(13)7-17-11(12)14/h2-5,8,13H,6-7H2,1H3,(H2,12,14) checkY
    • Key:GNXFOGHNGIVQEH-UHFFFAOYSA-N checkY
     ☒NcheckY (what is this?)  (verify)

     

    ମେଥୋକାର୍ବାମୋଲ (ଇଂରାଜୀ ଭାଷାରେ Methocarbamo), ଏକ ବ୍ୟବସାୟୀକ ନାମ Robaxin, ଏକ ଔଷଧ ଯାହା ସ୍ୱଳ୍ପକାଳୀନ ମାଂସପେଶୀ ଓ ହାଡ଼ ଯନ୍ତ୍ରଣା ନିମନ୍ତେ ବ୍ୟବହୃତ ହୁଏ ।[୩] [୪] ଏହା ବିଶ୍ରାମ, ଶାରୀରିକ ଚିକିତ୍ସା ଏବଂ ଅନ୍ୟାନ୍ୟ ଯନ୍ତ୍ରଣା ନିବାରକ ଔଷଧ ସହିତ ଏକତ୍ର ବ୍ୟବହାର କରାଯାଇପାରେ | [୩] [୫] [୬] କଟି ଯନ୍ତ୍ରଣାରେ ଏହା କମ୍ ପସନ୍ଦ କରାଯାଏ | [୩] ରିଉମାଟଏଡ ଆର୍ଥ୍ରାଇଟିସ ଏବଂ ସେରେବ୍ରାଲ୍ ପାଲ୍‌ସି ରୋଗମାନଙ୍କରେ ସୀମିତ ବ୍ୟ‌ବ‌ହାର କରାଯାଏ । [୩] [୭] ଔଷଧର ପ୍ରଭାବ ସାଧାରଣତଃ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ | [୩] ଏହା ପାଟିରେ କିମ୍ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ | [୩]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ନିଦ୍ରାଳୁ, ମୁଣ୍ଡ ବୁଲାଇବା ଇତ୍ୟାଦି ହୁଏ । [୩] [୮] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ୍, ଯକୃତ ସମସ୍ୟା, ଦ୍ୱନ୍ଦ୍ୱ ଏବଂ ବାତ ମାରିପାରେ । [୯] ଗର୍ଭାବସ୍ଥା ଏବଂ ସ୍ତନ୍ୟପାନ କରାଇବା ସମୟରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ | [୩] [୯] ବୃଦ୍ଧଙ୍କ ବ୍ୟବହାର ଅଧିକ ବିପଦ ଜନ‌କ ବୋଲି ବିବେଚନା କରାଯାଏ। [୩] ମେଥୋକାର୍ବାମୋଲ ହେଉଛି ଏକ କେନ୍ଦ୍ରୀୟ କାର୍ଯ୍ୟ କରୁଥିବା ମାଂସପେଶୀ ଶିଥିଳକରୀ ଔଷଧ । [୩] ଏହା କିପରି କାମ କରେ ତାହା ଅସ୍ପଷ୍ଟ, କିନ୍ତୁ ଏହା ସିଧାସଳଖ ମାଂସପେଶୀକୁ ପ୍ରଭାବିତ କରୁଥିବା ପରି ଜଣାଯାଏ ନାହିଁ | [୩]

    ମେଥୋକାର୍ବାମୋଲ ୧୯୫୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ନିମନ୍ତେ ଅନୁମୋଦିତ ହୋଇଥିଲା। [୩] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ।[୩] [୯] ଏହା ୨୦୧୬ ମସିହାର ଅପେକ୍ଷାକୃତ ଶସ୍ତା ଥିଲା । [୧୦] ୨୦୧୭ ମସିହାର ଏହା ଯୁକ୍ତରାଷ୍ଟ୍ରର ୧୭୮ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯାହାର ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା। [୧୧] [୧୨]

    1. ↑ "Robaxin-750 - Summary of Product Characteristics (SmPC)". (emc). 8 August 2017. Retrieved 19 April 2020.
    2. ↑ Sica DA, Comstock TJ, Davis J, Manning L, Powell R, Melikian A, Wright G (1990). "Pharmacokinetics and protein binding of methocarbamol in renal insufficiency and normals". European Journal of Clinical Pharmacology. 39 (2): 193–4. doi:10.1007/BF00280060. PMID 2253675. S2CID 626920.
    3. 1 2 3 4 5 6 7 8 9 10 11 12 13 "Methocarbamol Monograph for Professionals". Drugs.com. American Society of Health-System Pharmacists.
    4. ↑ British national formulary : BNF 76 (76 ed.). Pharmaceutical Press. 2018. p. 1093. ISBN 9780857113382.
    5. ↑ "Robaxin- methocarbamol tablet, film coated". DailyMed. 18 July 2019. Retrieved 19 April 2020.
    6. ↑ "Robaxin- methocarbamol injection". DailyMed. 10 December 2018. Retrieved 19 April 2020.
    7. ↑ Richards, Bethan L.; Whittle, Samuel L.; Buchbinder, Rachelle (2012-01-18). "Muscle relaxants for pain management in rheumatoid arthritis". The Cochrane Database of Systematic Reviews. 1: CD008922. doi:10.1002/14651858.CD008922.pub2. ISSN 1469-493X. PMID 22258993.
    8. ↑ "Methocarbamol". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 30 January 2017. PMID 31643609.
    9. 1 2 3 British national formulary : BNF 76 (76 ed.). Pharmaceutical Press. 2018. p. 1093. ISBN 9780857113382.
    10. ↑ Fine, Perry G. (2016). The Hospice Companion: Best Practices for Interdisciplinary Care of Advanced Illness. Oxford University Press. p. PT146. ISBN 978-0-19-045692-4.
    11. ↑ "The Top 300 of 2020". ClinCalc. Retrieved 11 April 2020.
    12. ↑ "Methocarbamol - Drug Usage Statistics". ClinCalc. Retrieved 11 April 2020.