ମେଟ୍ଫର୍ମିନ
Clinical data | |
---|---|
Pronunciation | /mɛtˈfɔːrm[invalid input: 'ɨ']n/, met-FAWR-min |
Trade names | Glucophage, other |
AHFS/Drugs.com | monograph |
MedlinePlus | a696005 |
data | |
Pregnancy category | |
Routes of administration | oral |
ATC code | |
Legal status | |
Legal status | |
Pharmacokinetic data | |
Bioavailability | 50–60%[୧][୨] |
Protein binding | Minimal[୧] |
Metabolism | Not by liver[୧] |
Elimination half-life | 4-8.7 hours[୧] |
Excretion | Urine (90%)[୧] |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.010.472 |
Chemical and physical data | |
Formula | C4H11N5 |
Molar mass | 129.16364 g/mol |
3D model (JSmol) | |
| |
|
ମେଟ୍ଫର୍ମିନ, ବିକ୍ରୟ ନାମ ଗ୍ଲୁକୋଫେଜ, ଔଷଧ ଟାଇପ ୨ ଡାଏବେଟିସ ରୋଗ ଚିକିତ୍ସାର ଏକ ପ୍ରଥମ ଧାଡ଼ିର ଔଷଧ ଭାବରେ ଦିଆଯାଏ ।[୩] ବିଶେଷତଃ ଓଜନ ଆଧିକ୍ୟ ଥିବା ଲୋକଙ୍କ ନିମନ୍ତେ ଏହା ଆବଶ୍ୟକ । [୪] ଏହା ପଲିସିସ୍ଟିକ ଓଭାରି ସିଣ୍ଡ୍ରୋମରେ ବ୍ୟବହାର କରାଯାଏ ।[୩] ଡାଏବେଟିସର ହୃଦ୍ରକ୍ତନଳୀ ରୋଗ ଓ କର୍କଟ ଭଳି ଜଟିଳତାକୁ ମେଟ୍ଫରମିନ ପ୍ରତିରୋଧ କରିବା ସପକ୍ଷରେ ସୀମିତ ପ୍ରମାଣ ମିଳୁଛି । [୫][୬] ଓଜନ ବୃଦ୍ଧି ସହ ଏହାର ସମ୍ପର୍କ ନାହିଁ ।[୬] ଏହା ପାଟିରେ ଦିଆଯାଏ ।[୩]
ମେଟ୍ଫର୍ମିନ ଔଷଧକୁ ଦେହ ଭଲରୂପେ ସହିପାରେ ।[୭] ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ତରଳ ଝାଡ଼ା, ଅଇ ଓ ପେଟ ଯନ୍ତ୍ରଣା ଦେଖାଯାଏ ।[୩] ଏହାର ବ୍ୟବହାରଦ୍ୱାର ସ୍ୱଳ୍ପ ରକ୍ତ ଶର୍କରା ହେବା ସଙ୍କଟ ବହୁତ କମ୍ ।[୩] ଅଧିକ ମାତ୍ରାରେ ଓ ବେଠିକ ଭାବରେ ଦେଲେ ଉଚ୍ଚ ରକ୍ତ ଲାକ୍ଟିକ ଏସିଡ ସ୍ତର ହୋଇପାରେ । [୮] ଯକୃତ ରୋଗ ଓ ବୃକ୍କ ସମସ୍ୟା ଥିଲେ ଏହା ଦେବା ଉଚିତ ନୁହେଁ ।[୩] ଗର୍ଭାବସ୍ଥାରେ ମେଟ୍ଫର୍ମିନ ଦେଲେ ଯଦିଓ କୌଣସି କ୍ଷତି ପରିଲକ୍ଷିତ ହୋଇନାହିଁ, ତଥାପି ଗର୍ଭାବସ୍ଥା ଡାଏବେଟିସରେ ଏହା ଅପେକ୍ଷା ଇନସୁଲିନ ଅଧିକ ପସନ୍ଦ କରାଯାଏ । [୩][୯] ମେଟ୍ଫର୍ମିନ ଏକା ବାଇଗୁଆନାଇଡ ଶ୍ରେଣୀର ଔଷଧ ।[୩] ଏହା ଗ୍ଲୁକୋଜ ପ୍ରସ୍ତୁତି କମେଇଦିଏ ।[୩]
ମେଟ୍ଫର୍ମିନ ସନ ୧୯୨୨ରେ ଆବିଷ୍କୃତ ହୋଇଥିଲା ।[୧୦] ମଣିଷ ଦେହରେ ୧୯୫୦ରେ ଫରାସୀ ଚିକିତ୍ସକ ଜିନ ସ୍ଟର୍ନ (Jean Sterne) ପ୍ରୟୋଗ କରିଥିଲେ ।[୧୦] ଏହା ଫ୍ରାନ୍ସରେ ସନ ୧୯୫୭ରେ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫ରେ ପ୍ରୟୋଗ କରାଯାଇଥିଲା ।[୩][୧୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୨] ପାଟିରେ ଦିଆଯାଉଥିବା ଔଷଧମାନଙ୍କ ମଧ୍ୟରେ ମେଟ୍ଫର୍ମିନ ସର୍ବାଧିକ ଦିଆଯାଏ ।[୧୦] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୩] ସନ ୨୦୧୪ରେ ଏହାର ହୋଲସେଲ ମୂଲ୍ୟ ଏକ ମାସକୁ ୦.୨୧ରୁ ୫.୫୫ ଆମେରିକୀୟ ଡଲାର ଥିଲା । [୧୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ମାସକୁ ୫ରୁ ୨୫ ଡଲାର ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Dunn CJ, Peters DH (May 1995). "Metformin. A review of its pharmacological properties and therapeutic use in non-insulin-dependent diabetes mellitus". Drugs. 49 (5): 721–49. doi:10.2165/00003495-199549050-00007. PMID 7601013.
- ↑ Hundal RS, Inzucchi SE (2003). "Metformin: new understandings, new uses". Drugs. 63 (18): 1879–94. doi:10.2165/00003495-200363180-00001. PMID 12930161.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ "Metformin Hydrochloride". The American Society of Health-System Pharmacists. Retrieved Jan 2016.
{{cite web}}
: Check date values in:|accessdate=
(help) - ↑ Global Guideline for Type 2 Diabetes (PDF). International Diabetes Federation. 2005. p. 36. Archived from the original (PDF) on 2016-03-03. Retrieved 2016-02-28.
- ↑ Malek, M; Aghili, R; Emami, Z; Khamseh, ME (2013). "Risk of Cancer in Diabetes: The Effect of Metformin" (PDF). ISRN Endocrinology. 2013: 636927. doi:10.1155/2013/636927. PMC 3800579. PMID 24224094.
{{cite journal}}
: CS1 maint: unflagged free DOI (link) - ↑ ୬.୦ ୬.୧ "Type 2 diabetes and metformin. First choice for monotherapy: weak evidence of efficacy but well-known and acceptable adverse effects". Prescrire international. 23 (154): 269–72. November 2014. PMID 25954799.
- ↑ Triggle, CR; Ding, H (17 December 2015). "Metformin is not just an antihyperglycaemic drug but also has protective effects on the vascular endothelium". Acta physiologica (Oxford, England). doi:10.1111/apha.12644. PMID 26680745.
- ↑ Lipska KJ, Bailey CJ, Inzucchi SE (June 2011). "Use of metformin in the setting of mild-to-moderate renal insufficiency". Diabetes Care. 34 (6): 1431–7. doi:10.2337/dc10-2361. PMC 3114336. PMID 21617112.
{{cite journal}}
: CS1 maint: multiple names: authors list (link) - ↑ Lautatzis, ME; Goulis, DG; Vrontakis, M (November 2013). "Efficacy and safety of metformin during pregnancy in women with gestational diabetes mellitus or polycystic ovary syndrome: a systematic review". Metabolism: clinical and experimental. 62 (11): 1522–34. doi:10.1016/j.metabol.2013.06.006. PMID 23886298.
- ↑ ୧୦.୦ ୧୦.୧ ୧୦.୨ Fischer, Janos (2010). Analogue-based Drug Discovery II. John Wiley & Sons. pp. 47–49. ISBN 9783527632121.
- ↑ McKee, Mitchell Bebel Stargrove, Jonathan Treasure, Dwight L. (2008). Herb, nutrient, and drug interactions : clinical implications and therapeutic strategies. St. Louis, Mo.: Mosby/Elsevier. p. 217. ISBN 9780323029643.
{{cite book}}
: CS1 maint: multiple names: authors list (link) - ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Metformin". Retrieved 11 January 2016.[permanent dead link]