Jump to content

ମେଟାକ୍ସାଲୋନ

ଉଇକିପିଡ଼ିଆ‌ରୁ

 

ମେଟାକ୍ସାଲୋନ
Clinical data
Trade namesSkelaxin, others
AHFS/Drugs.commonograph
MedlinePlusa682010
data
Pregnancy
category
  • US: N (Not classified yet)
    Routes of
    administration
    By mouth
    Legal status
    Legal status
    Pharmacokinetic data
    BioavailabilityUnknown
    MetabolismLiver
    Onset of actionWithin 1 hr[]
    Elimination half-life9.2 (± 4.8) hours
    Duration of actionUp to 6 hrs[]
    ExcretionKidney
    Identifiers
    • 5-[(3,5-dimethylphenoxy)methyl]-1,3-oxazolidin-2-one
    ECHA InfoCard100.015.253 Edit this at Wikidata
    Chemical and physical data
    FormulaC12H15NO3
    Molar mass୨୨୧.୨୬ g·mol−1
    3D model (JSmol)
    • O=C2OC(COc1cc(cc(c1)C)C)CN2
    • InChI=1S/C12H15NO3/c1-8-3-9(2)5-10(4-8)15-7-11-6-13-12(14)16-11/h3-5,11H,6-7H2,1-2H3,(H,13,14) checkY
    • Key:IMWZZHHPURKASS-UHFFFAOYSA-N checkY
      (verify)

    ମେଟାକ୍ସାଲୋନ, ଏକ ବେପାର ନାମ ସ୍କେଲାକ୍ସିନ୍, ହେଉଥିବା ହେଉଛି ଏକ ମାଂସପେଶୀ ଶିଥିଳକାରୀ ଯାହା ଅସ୍ଥି-ମାଂସପେଶୀ ରୋଗମାନଙ୍କରେ ହେଉଥିବା ଯନ୍ତ୍ରଣା ଲାଘବ କରିବା ପାଇଁ ଦିଆଯାଏ ।[] ସେରେବ୍ରାଲ ପାଲ୍‌ସି ରୋଗରେ ଏହା ଉପ‌ଯୋଗୀ ବୋଲି ଜଣାପଡ଼ି ନାହିଁ ।[] ଏହା ପାଟିରେ ଦିଆଯାଏ ।[] ଏହାକୁ ବିଶ୍ରାମ ଏବଂ ଫିଜିଓଥେରାପି ସହିତ ଏକତ୍ର ବ୍ୟବହାର କରାଯାଇପାରେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ବାନ୍ତି, ଏବଂ ଉତ୍ତେଜନା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ରାସ, ଜଣ୍ଡିସ୍, ସେରୋଟୋନିନ ସିଣ୍ଡ୍ରୋମ ଏବଂ ସ୍ୱଳ୍ପ ରକ୍ତ କଣିକା ହୋଇପାରେ। [] ଗର୍ଭାବସ୍ଥାରେ ସୁରକ୍ଷା ଅବସ୍ଥା ସ୍ପଷ୍ଟ ନୁହେଁ ।[] ପ୍ରକୃତରେ ଏହା କିପରି କାମ କରେ ତାହା ଜଣା ନାହିଁ, କିନ୍ତୁ ଏହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର ସାଧାରଣ ଅବସାଦ ହେତୁ ହୋଇପାରେ ।[]

    ୧୯୬୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ମେଟାକ୍ସାଲୋନକୁ ଅନୁମୋଦନ କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ୩୦ଟି ବଟିକାର ମୂଲ୍ୟ ପ୍ରାୟ ୨୪ ଡଲାର ଅଟେ ।[] ସାଧାରଣ ଭାବରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ | []

    1. 1 2 3 4 5 6 "Skelaxin- metaxalone tablet". DailyMed. 27 April 2018. Archived from the original on 27 October 2020. Retrieved 23 October 2020.
    2. 1 2 3 4 5 6 "Metaxalone Monograph for Professionals". Drugs.com (in ଇଂରାଜୀ). Archived from the original on 9 August 2020. Retrieved 17 November 2021.
    3. "Metaxalone Prices, Coupons & Savings Tips - GoodRx". GoodRx. Archived from the original on 25 October 2016. Retrieved 17 November 2021.
    4. Mitchell, Steve. "Why You Shouldn't Take Soma or Other Muscle Relaxers Every Day". Consumer Reports. Archived from the original on 2020-08-08. Retrieved 2021-11-17.