ମେଟାକ୍ସାଲୋନ
Clinical data | |
---|---|
Trade names | Skelaxin, others |
AHFS/Drugs.com | monograph |
MedlinePlus | a682010 |
data |
|
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | Unknown |
Metabolism | Liver |
Onset of action | Within 1 hr[୨] |
Elimination half-life | 9.2 (± 4.8) hours |
Duration of action | Up to 6 hrs[୨] |
Excretion | Kidney |
Identifiers | |
| |
ECHA InfoCard | 100.015.253 |
Chemical and physical data | |
Formula | C12H15NO3 |
Molar mass | ୨୨୧.୨୬ g·mol−1 |
3D model (JSmol) | |
| |
| |
(verify) |
ମେଟାକ୍ସାଲୋନ, ଏକ ବେପାର ନାମ ସ୍କେଲାକ୍ସିନ୍, ହେଉଥିବା ହେଉଛି ଏକ ମାଂସପେଶୀ ଶିଥିଳକାରୀ ଯାହା ଅସ୍ଥି-ମାଂସପେଶୀ ରୋଗମାନଙ୍କରେ ହେଉଥିବା ଯନ୍ତ୍ରଣା ଲାଘବ କରିବା ପାଇଁ ଦିଆଯାଏ ।[୧] ସେରେବ୍ରାଲ ପାଲ୍ସି ରୋଗରେ ଏହା ଉପଯୋଗୀ ବୋଲି ଜଣାପଡ଼ି ନାହିଁ ।[୨] ଏହା ପାଟିରେ ଦିଆଯାଏ ।[୨] ଏହାକୁ ବିଶ୍ରାମ ଏବଂ ଫିଜିଓଥେରାପି ସହିତ ଏକତ୍ର ବ୍ୟବହାର କରାଯାଇପାରେ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ବାନ୍ତି, ଏବଂ ଉତ୍ତେଜନା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍ସିସ, ରାସ, ଜଣ୍ଡିସ୍, ସେରୋଟୋନିନ ସିଣ୍ଡ୍ରୋମ ଏବଂ ସ୍ୱଳ୍ପ ରକ୍ତ କଣିକା ହୋଇପାରେ। [୧] ଗର୍ଭାବସ୍ଥାରେ ସୁରକ୍ଷା ଅବସ୍ଥା ସ୍ପଷ୍ଟ ନୁହେଁ ।[୧] ପ୍ରକୃତରେ ଏହା କିପରି କାମ କରେ ତାହା ଜଣା ନାହିଁ, କିନ୍ତୁ ଏହା କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର ସାଧାରଣ ଅବସାଦ ହେତୁ ହୋଇପାରେ ।[୧]
୧୯୬୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ମେଟାକ୍ସାଲୋନକୁ ଅନୁମୋଦନ କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୩୦ଟି ବଟିକାର ମୂଲ୍ୟ ପ୍ରାୟ ୨୪ ଡଲାର ଅଟେ ।[୩] ସାଧାରଣ ଭାବରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ | [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Skelaxin- metaxalone tablet". DailyMed. 27 April 2018. Archived from the original on 27 October 2020. Retrieved 23 October 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Metaxalone Monograph for Professionals". Drugs.com (in ଇଂରାଜୀ). Archived from the original on 9 August 2020. Retrieved 17 November 2021.
- ↑ "Metaxalone Prices, Coupons & Savings Tips - GoodRx". GoodRx. Archived from the original on 25 October 2016. Retrieved 17 November 2021.
- ↑ Mitchell, Steve. "Why You Shouldn't Take Soma or Other Muscle Relaxers Every Day". Consumer Reports. Archived from the original on 2020-08-08. Retrieved 2021-11-17.