ମେକ୍ସିଲେଟିନ

ଉଇକିପିଡ଼ିଆ‌ରୁ
ମେକ୍ସିଲେଟିନ
Clinical data
Trade namesMexitil, NaMuscla, others
AHFS/Drugs.commonograph
MedlinePlusa607064
data
Pregnancy
category
  • AU: B1
  • US: C (Risk not ruled out)
Routes of
administration
By mouth, intravenous
Legal status
Legal status
Pharmacokinetic data
Bioavailability90%
Protein binding50–60%
MetabolismLiver (CYP2D6 and 1A2-mediated)
Onset of actionWithin 2 hr[୧]
Elimination half-life10–12 hours
ExcretionKidney (10%)
Identifiers
  • (RS)-1-(2,6-dimethylphenoxy)propan-2-amine
    OR
    2-(2-aminopropoxy)-1,3-dimethylbenzene
ECHA InfoCard100.046.190 Edit this at Wikidata
Chemical and physical data
FormulaC11H17NO
Molar mass୧୭୯.୨୬ g·mol−1
3D model (JSmol)
  • O(c1c(cccc1C)C)CC(N)C
  • InChI=1S/C11H17NO/c1-8-5-4-6-9(2)11(8)13-7-10(3)12/h4-6,10H,7,12H2,1-3H3 checkY
  • Key:VLPIATFUUWWMKC-UHFFFAOYSA-N checkY
  (verify)

ମେକ୍ସିଲେଟିନ, ଏକ ବିକ୍ରୟ ନାମ ମେକ୍ସିଟିଲ୍, ହେଉଛି ଏକ ଔଷଧ ଯାହା ଜୀବନ ବିପଦାପନ୍ନ ନିଳୟ ସ୍ପନ୍ଦନ ଓ କେତେକ ମାୟୋଟୋନିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧][୨] ଅନ୍ୟ କୌଣସି ଚିକିତ୍ସା କାମ ନକଲେ ଏହା ବ୍ୟବହୃତ ହୋଇପାରେ । [୧] ଡାଇବେଟିସ୍ ନ୍ୟୁରୋପାଥି ପାଇଁ ବ୍ୟବହାର ଭଲ ଭାବରେ ସମର୍ଥିତ ନୁହେଁ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଛାତିରେ ଅସ୍ୱାଭାବିକତା, ମୁଣ୍ଡବିନ୍ଧା, ମୁଣ୍ଡ ହାଲୁକା ଲାଗିବା ଏବଂ ଅଇ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆରିଦମିଆ, ହୃଦ୍‌ପାତ, ଯକୃତ ସମସ୍ୟା, କମ୍ ପ୍ଲାଟେଲେଟ୍, ବାତ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୧] ଏହା ଆଇବି ଆଣ୍ଟି-ଆରିଥମିକ୍ ଶ୍ରେଣୀର ଏକ ଔଷଧ ଏବଂ ଏକ ସୋଡିଅମ୍ ଚ୍ୟାନେଲ୍ ବ୍ଲକର୍ ଭାବରେ କାର୍ଯ୍ୟ କରେ ।[୧] [୨]

୧୯୮୫ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ମେକ୍ସିଲେଟିନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ୧୬୭ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୫୦୦୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ୧୫୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୪୭ ଡଲାର ଥିଲା । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Mexiletine Monograph for Professionals". Drugs.com (in ଇଂରାଜୀ). Archived from the original on 17 January 2021. Retrieved 18 November 2021.
  2. ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1172. ISBN 978-0857114105.
  3. ୩.୦ ୩.୧ "Mexiletine Prices, Coupons & Savings Tips - GoodRx". GoodRx. Retrieved 18 November 2021.