ମେକ୍ସିଲେଟିନ
Clinical data | |
---|---|
Trade names | Mexitil, NaMuscla, others |
AHFS/Drugs.com | monograph |
MedlinePlus | a607064 |
data |
|
Pregnancy category | |
Routes of administration | By mouth, intravenous |
Legal status | |
Legal status | |
Pharmacokinetic data | |
Bioavailability | 90% |
Protein binding | 50–60% |
Metabolism | Liver (CYP2D6 and 1A2-mediated) |
Onset of action | Within 2 hr[୧] |
Elimination half-life | 10–12 hours |
Excretion | Kidney (10%) |
Identifiers | |
| |
ECHA InfoCard | 100.046.190 |
Chemical and physical data | |
Formula | C11H17NO |
Molar mass | ୧୭୯.୨୬ g·mol−1 |
3D model (JSmol) | |
| |
| |
(verify) |
ମେକ୍ସିଲେଟିନ, ଏକ ବିକ୍ରୟ ନାମ ମେକ୍ସିଟିଲ୍, ହେଉଛି ଏକ ଔଷଧ ଯାହା ଜୀବନ ବିପଦାପନ୍ନ ନିଳୟ ସ୍ପନ୍ଦନ ଓ କେତେକ ମାୟୋଟୋନିଆ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧][୨] ଅନ୍ୟ କୌଣସି ଚିକିତ୍ସା କାମ ନକଲେ ଏହା ବ୍ୟବହୃତ ହୋଇପାରେ । [୧] ଡାଇବେଟିସ୍ ନ୍ୟୁରୋପାଥି ପାଇଁ ବ୍ୟବହାର ଭଲ ଭାବରେ ସମର୍ଥିତ ନୁହେଁ ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଛାତିରେ ଅସ୍ୱାଭାବିକତା, ମୁଣ୍ଡବିନ୍ଧା, ମୁଣ୍ଡ ହାଲୁକା ଲାଗିବା ଏବଂ ଅଇ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆରିଦମିଆ, ହୃଦ୍ପାତ, ଯକୃତ ସମସ୍ୟା, କମ୍ ପ୍ଲାଟେଲେଟ୍, ବାତ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୧] ଏହା ଆଇବି ଆଣ୍ଟି-ଆରିଥମିକ୍ ଶ୍ରେଣୀର ଏକ ଔଷଧ ଏବଂ ଏକ ସୋଡିଅମ୍ ଚ୍ୟାନେଲ୍ ବ୍ଲକର୍ ଭାବରେ କାର୍ଯ୍ୟ କରେ ।[୧] [୨]
୧୯୮୫ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ମେକ୍ସିଲେଟିନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୩] ଯୁକ୍ତରାଜ୍ୟରେ ୧୬୭ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୫୦୦୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ୧୫୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୪୭ ଡଲାର ଥିଲା । [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Mexiletine Monograph for Professionals". Drugs.com (in ଇଂରାଜୀ). Archived from the original on 17 January 2021. Retrieved 18 November 2021.
- ↑ ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1172. ISBN 978-0857114105.
- ↑ ୩.୦ ୩.୧ "Mexiletine Prices, Coupons & Savings Tips - GoodRx". GoodRx. Retrieved 18 November 2021.