ମୁସାବାନି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Musabani
Mosabani Copper City
city
Nickname: 
Tamranagari
ଦେଶ India
ରାଜ୍ୟJharkhand
ଜିଲ୍ଲାPurbi Singhbhum
Founded byBritish Govt.
Elevation
160 m (520 ft)
Population
 (2011)[୧]
 • Total୩୧,୦୩୫
Time zoneUTC+5:30 (IST)
PIN
832104
ଯାନବାହାନ ପଞ୍ଚୀକରଣJH 05

ମୁସାବାନି ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ଝାଡ଼ଖଣ୍ଡର ପୁର୍ବି ସିଙ୍ଘ୍‌‌ଭୁମ୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁସାବାନି ସହରର ମୋଟ ଜନସଂଖ୍ୟା ୩୩୮୯୨ ଅଟେ ।[୨] ସେଥି ମଧ୍ୟରୁ ୫୨.୨୦% ଜଣ ପରୁଷ ହୋଇଥିବା ବେଳେ ୪୭.୮୦% ଜଣ ନାରୀ ଅଟନ୍ତି । ମୁସାବାନିର ସାକ୍ଷରତା ହାର ୬୭.୧୬% ଅଟେ । ଏହା ଜାତୀୟ ହାରଠାରୁ ୨.୩୨% ପ୍ରତିଶତ କମ ଅଟେ । ସେଥିରୁ ୩୯.୪୯% ପ୍ରତିଶତ ପୁରୁଷ ଓ ୨୭.୬୭% ନାରୀ ଅଟନ୍ତି । ୧୧.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଓଡ଼ିଆ, ହିନ୍ଦୀ ମୁସାବାନିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]