ମିଡାଜୋଲାମ୍
Clinical data | |
---|---|
Pronunciation | /mɪˈdæzəlæm/ |
Trade names | Dormicum, Hypnovel, Versed |
AHFS/Drugs.com | monograph |
MedlinePlus | a609003 |
Pregnancy category | |
Routes of administration | Oral, IM, IV, parenteral |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Oral ~36% intramuscular 90%+ |
Protein binding | 97% |
Metabolism | Liver 3A3, 3A4, 3A5 |
Onset of action | within 5 min (IV), 15 min (IM), 20 min (oral)[୧] |
Elimination half-life | 1.8-6.4 hours |
Duration of action | 1 to 6 hrs[୧] |
Excretion | Kidney |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.056.140 |
Chemical and physical data | |
Formula | C18H13ClFN3 |
Molar mass | 325.78 |
3D model (JSmol) | |
| |
| |
(verify) |
ମିଡାଜୋଲାମ୍, ବ୍ୟବସାୟୀକ ନାମ ଭର୍ସ୍ଡ୍ ଏକ ନିଶ୍ଚେତକ ଔଷଧ, ନିଦ୍ରାହୀନତା ଓ ସାଇକୋମୋଟୋର ଉତ୍ତେଜନା ନିମନ୍ତେ ବ୍ୟବହାର କରାଯାଏ ।[୧] ଏହା ଉଦ୍ବିଗ୍ନତା କମାଏ, ନିଦ କରାଏ ଓ ନୂଆ ସ୍ମୃତି ରକ୍ଷା କରିବାରେ ଅପାରଗ କରାଏ ।[୧] ବାତ seizure ଚିକିତ୍ସାରେ ଏହା ଉପକାର କରେ ।[୨] ଏହା ପାଟିରେ ଦିଆଯାଏ, ଶୀରାରେ, ମାଂସପେଶୀରେ ଦିଆଯାଏ ଓ ବକାଲ ଆଡମିନିସ୍ଟ୍ରେସନ କରାଯାଏ । [୧][୨] ଶୀରାରେ ଦେଲେ ଏହା ୫ ମିନିଟ ମଧ୍ୟରେ କାମ ଆରମ୍ଭ କରେ, ମାଂସପେଶୀରେ ଦେଲେ ୧୫ ମିନିଟରେ କାମ କରେ । [୧] ଏହାର ପ୍ରଭାବ ଏକ ଘଣ୍ଟାରୁ ଛଅ ଘଣ୍ଟା ପର୍ଯ୍ୟନ୍ତ ରହେ । [୧]
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ପ୍ରଚେଷ୍ଟା କମିଯାଏ, ନିମ୍ନ ରକ୍ତଚାପ ଓ ନିଦ୍ରାଳୁ କରାଏ ।[୧] ଦୀର୍ଘ ସମୟ ବ୍ୟବହାର କଲେ ସହନଶୀଳତା ଦେଖାଯାଏ ଓ ଔଷଧ ବନ୍ଦ କଲେ ପ୍ରତ୍ୟାବର୍ତ୍ତନ ଲକ୍ଷଣ ଦେଖାଯାଏ । [୩] ବିରୋଧାଭାସ ଲକ୍ଷଣ ଯେପରିକି ବର୍ଦ୍ଧିଷ୍ଣୁ କର୍ମ ଦେଖାଯାଏ ବିଶେଷତଃ ପିଲା ଓ ବୃଦ୍ଧଙ୍କଠାରେ ।[୩] ଗର୍ଭାବସ୍ଥାରେ ସଙ୍କଟର ପ୍ରମାଣ ମିଳେ କିନ୍ତୁ ସ୍ତନ୍ୟପାନ ସମୟରେ ଗୋଟିଏ ଡୋଜ ଦେବାରେ କୌଣସି ହାନୀ ହେବ ପ୍ରମାଣ ମିଳିନାହିଁ । [୪][୫] ଏହା ବେଞ୍ଜୋଡାଏଜେପିନ୍ ଦଳର ଔଷଧ ଓ ଜିଏବିଏ ନିଉରୋଟ୍ରାନ୍ସମିଟର (GABA neurotransmitter) କାମ କରେ । [୧]
ସନ ୧୯୭୬ରେ ପ୍ରଥମେ ବ୍ୟବହୃତ ହେଲା । [୬]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୭] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[୪] ଏହାର ଏକ ଭାଏଲ ପିଛା ହୋଲସେଲ ମୂଲ୍ୟ ପ୍ରାୟ ୦.୩୫ ଆମେରିକୀୟ ଡଲାର ।[୮] ଅନେକ ଦେଶମାନଙ୍କରେ ଏହା ଏକ ନିୟନ୍ତ୍ରିତ ପଦାର୍ଥ । [୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Midazolam Hydrochloride". The American Society of Health-System Pharmacists. Retrieved Aug 1, 2015.
- ↑ ୨.୦ ୨.୧ Brigo, F; Nardone, R; Tezzon, F; Trinka, E (August 2015). "Nonintravenous midazolam versus intravenous or rectal diazepam for the treatment of early status epilepticus: A systematic review with meta-analysis". Epilepsy & behavior : E&B. 49: 325–36. doi:10.1016/j.yebeh.2015.02.030. PMID 25817929.
- ↑ ୩.୦ ୩.୧ Riss, J.; Cloyd, J.; Gates, J.; Collins, S. (Aug 2008). "Benzodiazepines in epilepsy: pharmacology and pharmacokinetics". Acta Neurol Scand. 118 (2): 69–86. doi:10.1111/j.1600-0404.2008.01004.x. PMID 18384456.[permanent dead link]
- ↑ ୪.୦ ୪.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 21. ISBN 9781284057560.
- ↑ "Midazolam use while Breastfeeding". Retrieved 29 August 2015.
- ↑ Agasti, TK (2011). Textbook of anaesthesia for postgraduates (First edition. ed.). p. 351. ISBN 9789380704944.
- ↑ "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
- ↑ "Midazolam". International Drug Price Indicator Guide. Retrieved 29 August 2015.[permanent dead link]