Jump to content

ମାର୍କାପୁର

ଉଇକିପିଡ଼ିଆ‌ରୁ
Markapuram
CountryIndia
StateAndhra Pradesh
DistrictPrakasam
Area
 • ସମୁଦାୟ28.77 km2 (11.11 sq mi)
Elevation
145 m (476 ft)
Population
 (2011)[]
 • Total୭୧,୦୯୨
 • Density2,500/km2 (6,400/sq mi)
Languages
 • OfficialTelugu
Time zoneUTC+5:30 (IST)
Telephone code+91–8596
WebsiteMarkapuram Municipality


ମାର୍କାପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ପ୍ରକସମ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ମାର୍କାପୁର ୧୫.୭୪୦୪ ଉତ୍ତର ଅକ୍ଷାଂଶ ଓ ୭୯.୨୭୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାର୍କାପୁର ସହରର ମୋଟ ଜନସଂଖ୍ୟା ୫୮୪୫୪ ଅଟେ ।[] ସେଥି ମଧ୍ୟରୁ ୫୦.୯୬% ଜଣ ପରୁଷ ହୋଇଥିବା ବେଳେ ୪୯.୦୪% ଜଣ ନାରୀ ଅଟନ୍ତି । ମାର୍କାପୁରର ସାକ୍ଷରତା ହାର ୬୨.୭୯% ଅଟେ । ଏହା ଜାତୀୟ ହାରଠାରୁ ୨.୦୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୨୧% ପ୍ରତିଶତ ପୁରୁଷ ଓ ୨୫.୫୮% ନାରୀ ଅଟନ୍ତି । ୧୨.୫୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ମାର୍କାପୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ

[ସମ୍ପାଦନା]
  1. "Andhra Pradesh Municipal Development Project" (PDF). Municipal Development Project. Government of Andhra Pradesh. p. 21. Archived from the original (PDF) on 17 June 2015. Retrieved 17 June 2015.
  2. "Census 2011". The Registrar General & Census Commissioner, India. Retrieved 26 July 2014. {{cite web}}: line feed character in |publisher= at position 5 (help)
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]