ମାର୍କାପୁର
Appearance
Markapuram | |
---|---|
Country | India |
State | Andhra Pradesh |
District | Prakasam |
Area | |
• ସମୁଦାୟ | 28.77 km2 (11.11 sq mi) |
Elevation | 145 m (476 ft) |
Population (2011)[୨] | |
• Total | ୭୧,୦୯୨ |
• Density | 2,500/km2 (6,400/sq mi) |
Languages | |
• Official | Telugu |
Time zone | UTC+5:30 (IST) |
Telephone code | +91–8596 |
Website | Markapuram Municipality |
ମାର୍କାପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ପ୍ରକସମ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମାର୍କାପୁର ୧୫.୭୪୦୪ ଉତ୍ତର ଅକ୍ଷାଂଶ ଓ ୭୯.୨୭୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାର୍କାପୁର ସହରର ମୋଟ ଜନସଂଖ୍ୟା ୫୮୪୫୪ ଅଟେ ।[୪] ସେଥି ମଧ୍ୟରୁ ୫୦.୯୬% ଜଣ ପରୁଷ ହୋଇଥିବା ବେଳେ ୪୯.୦୪% ଜଣ ନାରୀ ଅଟନ୍ତି । ମାର୍କାପୁରର ସାକ୍ଷରତା ହାର ୬୨.୭୯% ଅଟେ । ଏହା ଜାତୀୟ ହାରଠାରୁ ୨.୦୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୨୧% ପ୍ରତିଶତ ପୁରୁଷ ଓ ୨୫.୫୮% ନାରୀ ଅଟନ୍ତି । ୧୨.୫୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ତେଲୁଗୁ ମାର୍କାପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Andhra Pradesh Municipal Development Project" (PDF). Municipal Development Project. Government of Andhra Pradesh. p. 21. Retrieved 17 June 2015.
- ↑ "Census 2011". The
Registrar General & Census Commissioner, India. Retrieved 26 July 2014.
{{cite web}}
: line feed character in|publisher=
at position 5 (help) - ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.