ମାର୍କାପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Markapuram
CountryIndia
StateAndhra Pradesh
DistrictPrakasam
Area
 • ସମୁଦାୟ28.77 km2 (11.11 sq mi)
Elevation
145 m (476 ft)
Population
 (2011)[୨]
 • Total୭୧,୦୯୨
 • Density2,500/km2 (6,400/sq mi)
Languages
 • OfficialTelugu
Time zoneUTC+5:30 (IST)
Telephone code+91–8596
WebsiteMarkapuram Municipality


ମାର୍କାପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ପ୍ରକସମ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାର୍କାପୁର ୧୫.୭୪୦୪ ଉତ୍ତର ଅକ୍ଷାଂଶ ଓ ୭୯.୨୭୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାର୍କାପୁର ସହରର ମୋଟ ଜନସଂଖ୍ୟା ୫୮୪୫୪ ଅଟେ ।[୪] ସେଥି ମଧ୍ୟରୁ ୫୦.୯୬% ଜଣ ପରୁଷ ହୋଇଥିବା ବେଳେ ୪୯.୦୪% ଜଣ ନାରୀ ଅଟନ୍ତି । ମାର୍କାପୁରର ସାକ୍ଷରତା ହାର ୬୨.୭୯% ଅଟେ । ଏହା ଜାତୀୟ ହାରଠାରୁ ୨.୦୫% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୨୧% ପ୍ରତିଶତ ପୁରୁଷ ଓ ୨୫.୫୮% ନାରୀ ଅଟନ୍ତି । ୧୨.୫୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତେଲୁଗୁ ମାର୍କାପୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Andhra Pradesh Municipal Development Project" (PDF). Municipal Development Project. Government of Andhra Pradesh. p. 21. Retrieved 17 June 2015.
  2. "Census 2011". The Registrar General & Census Commissioner, India. Retrieved 26 July 2014. {{cite web}}: line feed character in |publisher= at position 5 (help)
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]