ମାନାୱାର୍
ଦେଖଣା
Manawar
मनावर | |
|---|---|
city | |
| ଦେଶ | |
| ରାଜ୍ୟ | Madhya Pradesh |
| ଜିଲ୍ଲା | Dhar |
| Elevation | 180 m (590 ft) |
| Population (2011) | |
| • Total | ୩୦,୩୯୩ |
| ଭାଷା | |
| • ସରକାରୀ | Hindi |
| Time zone | UTC+5:30 (IST) |
| PIN | |
ମାନାୱାର୍ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ମଧ୍ୟପ୍ରଦେଶର ଧର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମାନାୱାର୍ ୨୨.୨୩୫୭ ଉତ୍ତର ଅକ୍ଷାଂଶ ଓ ୭୫.୦୮୯୨ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାନାୱାର୍ ସହରର ମୋଟ ଜନସଂଖ୍ୟା ୨୫୪୬୦ ଅଟେ ।[୨] ସେଥି ମଧ୍ୟରୁ ୫୧.୬୧% ଜଣ ପରୁଷ ହୋଇଥିବା ବେଳେ ୪୮.୩୯% ଜଣ ନାରୀ ଅଟନ୍ତି । ମାନାୱାର୍ର ସାକ୍ଷରତା ହାର ୫୯.୨୩% ଅଟେ । ଏହା ଜାତୀୟ ହାରଠାରୁ ୫.୬୧% ପ୍ରତିଶତ କମ ଅଟେ । ସେଥିରୁ ୩୪.୦୩% ପ୍ରତିଶତ ପୁରୁଷ ଓ ୨୫.୨୦% ନାରୀ ଅଟନ୍ତି । ୧୫.୩୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ମାନାୱାର୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.