ମହିନ୍ଦ୍ରପୁର
ଦେଖଣା
ମହିନ୍ଦ୍ରପୁର | |
|---|---|
ଗାଁ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଢେଙ୍କାନାଳ |
| ପଞ୍ଚାୟତ ସମିତି | ଓଡାପଡା |
| ଗ୍ରାମ ପଞ୍ଚାୟତ | ଗଦାଶୀଳା |
| ଭାଷା | ଓଡ଼ିଆ, ଇଂରାଜୀ |
| Time zone | IST (+୫.୩୦) |
| ଡାକ କୋଡ଼ | ୭୫୯୦୨୫[୧] |
| Area code | +୦୬୭୬୨ |
| ଯାନବାହାନ ପଞ୍ଚୀକରଣ | OR/06 |
ମହିନ୍ଦ୍ରପୁର ଗାଁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ ଅନ୍ତର୍ଗତ ସଦର ଥାନା ଅଧୀନରେ ଥିବା ଏକ ଗାଆଁ |
ଗମନାଗମନ
[ସମ୍ପାଦନା]ଏହା ଢେଙ୍କାନାଳ ନିକଟରେ ଅବସ୍ଥିତ । ଏହା ଢେଙ୍କାନାଳଠାରୁ ୧୦ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା
[ସମ୍ପାଦନା]ଶିକ୍ଷା
[ସମ୍ପାଦନା]ସ୍କୁଲ
[ସମ୍ପାଦନା]ଏହାର ଅନତି ଦୂରରେ ଗୋଟିଏ ପ୍ରାଥମିକ ଓ ଗୋଟିଏ ହାଇସ୍କୁଲ ଅଛି ।
ଅନ୍ୟାନ୍ୟ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ଏହିଏ ଗାଆଁଠାରୁ ଅଳ୍ପ ଦୂରରେ ଚନ୍ଦ୍ରଶେଖର ଓ ଜେନାମଣୀଙ୍କ ମନ୍ଦିର ଅଛି । ଏଠାରେ ଚନ୍ଦ୍ରସେଖର ଗ୍ରମଦେବତା ଭାବରେ ଓ ଜେନାମଣୀ ଗ୍ରମଦେବୀ ଭାବରେ ପୂଜା ପାଆନ୍ତି । ଏଠାରେ ପ୍ରତିବର୍ଷ ଦୋଳଯାତ୍ରା ଅନୁଷ୍ଠିତ ହୋଇଥାଏ ।