ଭିନ‌୍‌କ୍ରିସ୍ଟିନ୍

ଉଇକିପିଡ଼ିଆ‌ରୁ
ଭିନ‌୍‌କ୍ରିସ୍ଟିନ୍
Clinical data
Pronunciation/ˈvɪnˈkrɪstn/ (listen)[୨]
Trade namesOncovin, Vincasar, others[୧]
AHFS/Drugs.commonograph
MedlinePlusa682822
Pregnancy
category
  • AU: D
  • US: D (Evidence of risk)
Routes of
administration
intravenous
ATC code
Legal status
Legal status
Pharmacokinetic data
Bioavailabilityn/a (not reliably absorbed by the GI tract)[୩]
Protein binding~44%[୪]
MetabolismLiver, mostly via CYP3A4 and CYP3A5[୩]
Elimination half-life19 to 155 hours (mean: 85 hours)[୩]
ExcretionFaeces (70-80%), urine (10-20%)[୩]
Identifiers
  • (3aR,3a1R,4R,5S,5aR,10bR)-Methyl 4-acetoxy-3a-ethyl-9-((5S,7S,9S)-5-ethyl-5-hydroxy-9-(methoxycarbonyl)-2,4,5,6,7,8,9,10-octahydro-1H-3,7-methano[1]azacycloundecino[5,4-b]indol-9-yl)-6-formyl-5-hydroxy-8-methoxy-3a,3a1,4,5,5a,6,11,12-octahydro-1H-indolizino[8,1-cd]carbazole-5-carboxylate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.289 Edit this at Wikidata
Chemical and physical data
FormulaC46H56N4O10
Molar mass824.958 g/mol
3D model (JSmol)
  • O=C(OC)[C@]4(c2c(c1ccccc1n2)CCN3C[C@](O)(CC)C[C@@H](C3)C4)c5c(OC)cc6c(c5)[C@@]89[C@@H](N6C=O)[C@@](O)(C(=O)OC)[C@H](OC(=O)C)[C@@]7(/C=C\CN([C@@H]78)CC9)CC
  • InChI=1S/C46H56N4O10/c1-7-42(55)22-28-23-45(40(53)58-5,36-30(14-18-48(24-28) ☒N
  • Key:OGWKCGZFUXNPDA-XQKSVPLYSA-N checkY
 ☒NcheckY (what is this?)  (verify)

ଭିନ‌୍‌କ୍ରିସ୍ଟିନ୍, ଅନ୍ୟ ନାମ ଲିଉରୋକ୍ରିସ୍ଟିନ୍ ଏକ ବ୍ରାଣ୍ଡ ନାମ ଅଙ୍କୋଭିନ୍ ଏକ କେମୋଥେରାପି ଔଷଧ ଯାହା ଅନେକ ପ୍ରକାରର କର୍କଟ ରୋଗ ଚିକିତ୍ସାରେ ଦିଆଯାଏ । [୫] ଏହି ରୋଗମାନଙ୍କର ନାମ ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ, ଆକ୍ୟୁଟ ମାୟେଲଏଡ ଲିଉକେମିଆ, ହଜକିନ୍‌ସ ଡିଜିଜ୍, ନିଉରୋବ୍ଲାସ୍ଟୋମାସ୍ମଲ ସେଲ ଫୁସଫୁସ କର୍କଟ । ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ ଆକାରରେ ଦିଆଯାଏ । [୫]

ଅଧିକାଂଶ ରୋଗୀ ଭିନ‌୍‌କ୍ରିସ୍ଟିନ୍ ଚିକିତ୍ସାରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରନ୍ତି ।ସାଧାରଣତଃ ସ୍ପର୍ଶଶକ୍ତିରେ ପରିବର୍ତ୍ତନ, ବାଳ କ୍ଷୟ, କୋଷ୍ଠକାଠିନ୍ୟ, ଚାଲିବାରେ ଅସୁବିଧା ଓ ମୁଣ୍ଡବଥା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଉରୋପାଥିକ ଯନ୍ତ୍ରଣା, ଫୁସଫୁସ କ୍ଷତି, କିମ୍ବା ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଉଲ୍ଲେଖନୀୟ । ଗର୍ଭାବସ୍ଥାରେ ଦେଲେ ଶିଶୁର କ୍ଷତି ହୋଇପାରେ । ଏହା ସଠିକ ଜୀବକୋଷ ବିଭାଜନ ପ୍ରକ୍ରିୟାକୁ ବାଧା ପ୍ରଦାନ କରେ[୫]

ସନ ୧୯୬୧ରେ ଭିନ‌୍‌କ୍ରିସ୍ଟିନ୍ ପ୍ରଥମେ ପୃଥକ୍ କରାଯାଇଥିଲା ।[୬] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୭] ଏହାର ଡୋଜ ପିଛା ହୋଲସେଲ ଖର୍ଚ୍ଚ ୧.୮୦ରୁ ୪୨.୬୦ ଆମେରିକୀୟ ଡଲାର ।[୮] ଏହା ଏକ ଭିନ‌କା ଆଲକାଲଏଡ ଜାତୀୟ ପଦାର୍ଥ ଯାହା ମାଡାଗାସ୍କର ପେରିୱିଙ୍କ୍ଲ କାଥାରାନ୍ଥସ ରୋଜିଅସରୁ ମିଳେ ।[୬]

ଆଧାର[ସମ୍ପାଦନା]

  1. "NCI Drug Dictionary". NCI. Retrieved 28 November 2015.
  2. "Vincristine". Dictionary.com. Random House, Inc. Retrieved 9 November 2014.
  3. ୩.୦ ୩.୧ ୩.୨ ୩.୩ Brayfield, A, ed. (13 December 2013). "Vincristine". Martindale: The Complete Drug Reference. Pharmaceutical Press. Retrieved 15 April 2014.
  4. "Oncovin, Vincasar PFS (vincristine) dosing, indications, interactions, adverse effects, and more". Medscape Reference. WebMD. Retrieved 16 April 2014.
  5. ୫.୦ ୫.୧ ୫.୨ "Vincristine Sulfate". The American Society of Health-System Pharmacists. Retrieved Jan 2, 2015.
  6. ୬.୦ ୬.୧ Ravina, Enrique (2011). The evolution of drug discovery : from traditional medicines to modern drugs (1. Aufl. ed.). Weinheim: Wiley-VCH. pp. 157–159. ISBN 9783527326693.
  7. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  8. "Vincristine". International Drug Price Indicator Guide. Retrieved 28 November 2015.[permanent dead link]