ଭାପୁର, ଢେଙ୍କାନାଳ
ଦେଖଣା
ଭାପୁର | |
|---|---|
ଗାଁ | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ଢ଼େଙ୍କାନାଳ |
| ପଞ୍ଚାୟତ ସମିତି | ଭାପୁର |
| ତହସିଲ | ଢ଼େଙ୍କାନାଳ |
| ଗ୍ରାମ ପଞ୍ଚାୟତ | ଭାପୁର |
| Population (୨୦୧୧) | |
| • Total | ୧୦୦୦୦+ |
| Languages | |
| • Official | ଓଡ଼ିଆ |
| Time zone | UTC+5:30 (IST) |
| ପିନ କୋଡ଼ | ୭୫୯୦୧୫ |
| STD କୋଡ଼ | ୦୬୭୬୨ |
| ଯାନବାହାନ ପଞ୍ଚୀକରଣ | OD/OR- ୦୬ |
ଭାପୁର ଢ଼େଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମ । ସଦର ମହକୁମାଠାରୁ ମାତ୍ର ୧୫ କିମି ଦୁରରେ ଅବସ୍ଥିତ ଏହି ଗାଁଟି ଦକ୍ଷିଣ ଢ଼େଙ୍କାନାଳର ପେଣ୍ଠସ୍ଥଳୀ ।[୧]
ଅବସ୍ଥିତି
[ସମ୍ପାଦନା]ପୁରୁଣା କଟକ-ସମ୍ବଲପୁର ଜାତୀୟ ରାଜପଥ କଡଡ଼ରେ ଅବସ୍ଥିତ । ଏହି ଗ୍ରାମ କଡଡ଼ଦେଇ ବହିଯାଇଛି ସାପୁଆ ନଦୀ । ଭାପୁର ବଜାରଠାରୁ ପଶ୍ଚିମରେ କଟକ ସହର, ପୁର୍ବରେ ଅନୁଗୋଳ, ଉତ୍ତରକୁ ଢ଼େଙ୍କାନାଳ, ଦକ୍ଷିଣରେ ବଡମ୍ବା ଅବସ୍ଥିତ ।
ପରିଚୟ
[ସମ୍ପାଦନା]ସମସ୍ତ ସୁବିଧା ସୁଯୋଗ ଥିବା ଏକ ଉନ୍ନତ ଗ୍ରାମ ଅଟେ । ଡାକ୍ତରଖାନା, ଡାକଘର, ବ୍ୟାଙ୍କ, ଅାଦି ସୁବିଧା ଥିବାରୁ ଆଖପାଖ ୩୦ରୁ ଉର୍ଦ୍ଧ୍ୱ ଗ୍ରାମର ଲୋକେ ଭାପୁର ଉପରେ ନିର୍ଭରଶୀଳ ।
ଜନସଂଖ୍ୟା
[ସମ୍ପାଦନା]ଭାପୁର ଗ୍ରାମପଞ୍ଚାୟତରେ ୧୦୦୦୦ରୁ ଅଧିକ ଲୋକ ବସବାସ କରନ୍ତି ।
ଗ୍ରାମରେ ପାଳିତ ପର୍ବ ପର୍ବାଣି
[ସମ୍ପାଦନା]ଓଡ଼ିଆ ସମାଜର ସମସ୍ତ ପର୍ବ ପର୍ବାଣି ମୁତାବକ ଭାପୁରରେ ସମସ୍ତ ପର୍ବ ପର୍ବାଣି ପଳନ କରାଯାଏ ତା ସତ୍ତ୍ୱେବି ମାଣ ବସା ଗୁରୁବାର ଏବଂ ଚଇତ୍ର ପୁର୍ଣିମାକୁ ମହା ଅାଡମ୍ବରରେ ପାଳନ କରନ୍ତି ଗ୍ରାମବାଷୀ .