Jump to content

ଭାଇନ୍ସା

ଉଇକିପିଡ଼ିଆ‌ରୁ
Bhainsa بهينسى
భైంసా
भैंसा
महिषा
ଦେଶIndia
ରାଜ୍ୟTelangana
ଜିଲ୍ଲାAdilabad
Government
  TypeMunicipality
  Member of ParliamentGodam Nagesh
  Member Of the Legislative AssemblyVittal Reddy
Area
  ସମୁଦାୟ30 km2 (10 sq mi)
  Rank4th in district
Elevation
363 m (1,191 ft)
Population
 (2014)[]
  Total୮୦,୦୦୦
  Rank7th in district
  Density2,700/km2 (6,900/sq mi)
ଭାଷା
  ସରକାରୀTelugu
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣTS-01
Lok Sabha constituencyAdilabad
Vidhan Sabha constituencyMudhole

ଭାଇନ୍ସା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଆଦିଲବଦ୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭାଇନ୍ସା ସହରର ମୋଟ ଜନସଂଖ୍ୟା ୪୧୦୦୩ ଅଟେ ।[] ସେଥି ମଧ୍ୟରୁ ୫୧.୫୩% ଜଣ ପରୁଷ ହୋଇଥିବା ବେଳେ ୪୮.୪୭% ଜଣ ନାରୀ ଅଟନ୍ତି । ଭାଇନ୍ସାର ସାକ୍ଷରତା ହାର ୫୪.୪୫% ଅଟେ । ଏହା ଜାତୀୟ ହାରଠାରୁ ୧୦.୩୯% ପ୍ରତିଶତ କମ ଅଟେ । ସେଥିରୁ ୩୨.୭୮% ପ୍ରତିଶତ ପୁରୁଷ ଓ ୨୧.୬୭% ନାରୀ ଅଟନ୍ତି । ୧୬.୭୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ଭାଇନ୍ସାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Census 2011". The Registrar General & Census Commissioner, India. Retrieved 26 July 2014. {{cite web}}: line feed character in |publisher= at position 5 (help)
  2. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]