Jump to content

ବ୍ୟବହାରକାରୀ:Dcmpuri/sandbox

ଉଇକିପିଡ଼ିଆ‌ରୁ

..

ଦଣ୍ଡ ନାଚ
ପର୍ବ ର ଦେବୀ ମା କାଳୀ
ପାଳନକାରୀଓଡ଼ିଆ ଲୋକ
ବିଶେଷତାଓଡ଼ିଆ ନୂଆ ବର୍ଷ
ପାଳନପଣା ସଙ୍କ୍ରାନ୍ତି
ପର୍ବ ପାଳନତୁଳସୀ ଚଉରା, ବେଲ ପଣା
ତାରିଖଅପ୍ରେଲ ୧୪

ଦଣ୍ଡ ନାଚ

[ସମ୍ପାଦନା]

ଦଣ୍ଡ ନାଚ ଓଡିଶା ର ଏକ ମହାନ ପର୍ବ ଅଟେ | ଏହି ପର୍ବ ପ୍ରାଚୀନ ଇତିହାସ ରୁ ଓଡିଶା ରେ ଚଳି ଆସୁଛି ଏବଂ ଓଡିଶା ବାସୀ ନଂକ୍ ଏହା ନୁଆ ବର୍ଷ ଅଟେ | ଦଣ୍ଡ ନାଚ କୁ ଦଣ୍ଡ ଯାତ୍ରା ବି କୁହାଯାଏ | ଏହି ପର୍ବ ରେ ଦେବୀ କାଳୀ ନ୍କୁ ପୂଜା ଯାଏ [୧] ଓ ବୈଶାଖ ମାସ ରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ | [୨] ୧୩ ଦିନ ଶେଷ ର ଦିନ କୁ ମେରୁ ସଂକ୍ରାନ୍ତି ବ ପଣା ସଂକ୍ରାନ୍ତି କୁହାଯାଏ | [୩] [୪]

ଏହି ପର୍ବ ରେ ମିଶିଥିବା ଭକ୍ତ ନ୍କୁ ଦଣ୍ଡୁଆ କୁହାଯାଏ | ଦଣ୍ଡ ନାଚ ରେ ମିଶିବା ଦ୍ୱାରା ମା କାଳୀ ନକ୍ କୃପା ରୁ ପାପ ଓ ଦୁଖ ଦୁର ହୋଇ ମାନବ ଶାନ୍ତି ଓ ଧନର ଅଧିକାର ପ୍ରାପ୍ତ ହୁଏ ଏହି ବିଶ୍ବ|ସ ରେ ଓଡିଶା ବାସୀ ଏହି ପର୍ବ କୁ ଅତି ଆନ୍ଦରେ ରେ ପାଳନ କରନ୍ତି | ଏହି ୧୩ ଦିନ ପର୍ବ ରେ ଭକ୍ତ ମାନେ କେବଳ ସାକାହାରି ବା ଉପବାସ ଖାଦ୍ୟ ଗ୍ରହଣ କରନ୍ତି |

  1. ↑ Āśutosha Bhaṭṭācārya (1977). The sun and the serpent lore of Bengal. "Visuba Sankaratni and "Meru Sankranti" are same. Firma KLM. p. 80. Retrieved 13 April 2012.
  2. ↑ "Danda Nacha". orissadiary.com. 2012. Retrieved 13 April 2012. Danda Nacha
  3. ↑ Indira Gandhi National Centre for the Arts (1995). Prakr̥ti: Primal elements, the oral tradition. Meru Sankranti. Indira Gandhi National Centre for the Arts. p. 172. ISBN 978-81-246-0037-5. Retrieved 13 April 2012.
  4. ↑ Meru Sankranti at end of Danda Nata

ଆହୁରି ଦେଖନ୍ତୁ

[ସମ୍ପାଦନା]

ବାହାର ଆଧାର

[ସମ୍ପାଦନା]
  1. ପୃଥିବୀ ବିକ୍ଷାତ ଦଣ୍ଡ ନାଚ
  2. ଓଡିଶା ରେ ଦଣ୍ଡ ନାଟ