ବ୍ୟବହାରକାରୀ:Dcmpuri/sandbox

ଉଇକିପିଡ଼ିଆ‌ରୁ

..

ଦଣ୍ଡ ନାଚ
ପର୍ବ ର ଦେବୀ ମା କାଳୀ
ପାଳନକାରୀଓଡ଼ିଆ ଲୋକ
ବିଶେଷତାଓଡ଼ିଆ ନୂଆ ବର୍ଷ
ପାଳନପଣା ସଙ୍କ୍ରାନ୍ତି
ପର୍ବ ପାଳନତୁଳସୀ ଚଉରା, ବେଲ ପଣା
ତାରିଖଅପ୍ରେଲ ୧୪

ଦଣ୍ଡ ନାଚ[ସମ୍ପାଦନା]

ଦଣ୍ଡ ନାଚ ଓଡିଶା ର ଏକ ମହାନ ପର୍ବ ଅଟେ | ଏହି ପର୍ବ ପ୍ରାଚୀନ ଇତିହାସ ରୁ ଓଡିଶା ରେ ଚଳି ଆସୁଛି ଏବଂ ଓଡିଶା ବାସୀ ନଂକ୍ ଏହା ନୁଆ ବର୍ଷ ଅଟେ | ଦଣ୍ଡ ନାଚ କୁ ଦଣ୍ଡ ଯାତ୍ରା ବି କୁହାଯାଏ | ଏହି ପର୍ବ ରେ ଦେବୀ କାଳୀ ନ୍କୁ ପୁଜା ଯାଏ [୧] ଓ ବୈଶାଖ ମାସ ରେ ଆରମ୍ଭ ହୋଇ ୧୩ ଦିନ ପର୍ଯ୍ୟନ୍ତ ପାଳନ ହୁଏ | [୨] ୧୩ ଦିନ ଶେଷ ର ଦିନ କୁ ମେରୁ ସଂକ୍ରାନ୍ତି ବ ପଣା ସଂକ୍ରାନ୍ତି କୁହାଯାଏ | [୩] [୪]

ଏହି ପର୍ବ ରେ ମିଶିଥିବା ଭକ୍ତ ନ୍କୁ ଦଣ୍ଡୁଆ କୁହାଯାଏ | ଦଣ୍ଡ ନାଚ ରେ ମିଶିବା ଦ୍ୱାରା ମା କାଳୀ ନକ୍ କୃପା ରୁ ପାପ ଓ ଦୁଖ ଦୁର ହୋଇ ମାନବ ଶାନ୍ତି ଓ ଧନର ଅଧିକାର ପ୍ରାପ୍ତ ହୁଏ ଏହି ବିଶ୍ବ|ସ ରେ ଓଡିଶା ବାସୀ ଏହି ପର୍ବ କୁ ଅତି ଆନ୍ଦରେ ରେ ପାଳନ କରନ୍ତି | ଏହି ୧୩ ଦିନ ପର୍ବ ରେ ଭକ୍ତ ମାନେ କେବଳ ସାକାହାରି ବା ଉପବାସ ଖାଦ୍ୟ ଗ୍ରହଣ କରନ୍ତି |

ଆଧାର[ସମ୍ପାଦନା]

  1. Āśutosha Bhaṭṭācārya (1977). The sun and the serpent lore of Bengal. "Visuba Sankaratni and "Meru Sankranti" are same. Firma KLM. p. 80. Retrieved 13 April 2012.
  2. "Danda Nacha". orissadiary.com. 2012. Retrieved 13 April 2012. Danda Nacha
  3. Indira Gandhi National Centre for the Arts (1995). Prakr̥ti: Primal elements, the oral tradition. Meru Sankranti. Indira Gandhi National Centre for the Arts. p. 172. ISBN 978-81-246-0037-5. Retrieved 13 April 2012.
  4. Meru Sankranti at end of Danda Nata

ଆହୁରି ଦେଖନ୍ତୁ[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]

  1. ପୃଥିବୀ ବିକ୍ଷାତ ଦଣ୍ଡ ନାଚ
  2. ଓଡିଶା ରେ ଦଣ୍ଡ ନାଟ