Jump to content

ବ୍ୟବହାରକାରୀ:DashNistha/ଶ୍ରୀଜଗନ୍ନାଥ ବନପ୍ରକଳ୍ପ

ଉଇକିପିଡ଼ିଆ‌ରୁ

ଶ୍ରୀଜଗନ୍ନାଥ ବନପ୍ରକଳ୍ପ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ତା-୦୯.୦୭.୨୦୦୦ରିଖରେ ଡେଲାଙ୍ଗଠାରେ ଆରମ୍ଭ ହୋଇଥିଲା ଏଥିପାଇଁ ୨୬୮୮ ହେକ୍ଟରର ଏକ ସ୍ଥିର ଲକ୍ଷ ଧାର୍ଯ୍ୟ କରାଗଲା । ଏହା ପଞ୍ଚାୟତିରାଜ ବିଭାଗରୁ ବିତ୍ତୀୟ ସହାୟତା ପାଉଛି ।

ଉଦ୍ଦେଶ୍ୟ

[ସମ୍ପାଦନା]

କେତେକ ନିର୍ଦ୍ଦିଷ୍ଟ ପ୍ରକାରର ଏବଂ ମାନର କାଠ ତିନି ରଥ ନନ୍ଦିଘୋଷ, ଦର୍ପଦଳନ ଏବଂ ତଲାଧ୍ୱଜରଥ ନିର୍ମାଣ ପାଇଁ ବ୍ୟବହୃତ ହୋଇଥାଏ । ଏହିପାଇଁ ୮୬୨(ପାଖାପାଖି ୪୦୦ cum.) ଖଣ୍ଡ କାଠ ନୟାଗଡ଼ ବନଖଣ୍ଡରୁ ଯୋଗାଇ ଦିଆଯାଇଥାଏ ପ୍ରତିବର୍ଷ ଏହି ସବୁ ଗଛର ସଂଖ୍ୟା କମିବାକୁ ଲାଗୁଛି ତେଣୁ ଭବିଷ୍ୟତରେ ରଥ ନିର୍ମାଣ ଚାହିଦା ମେଣ୍ଟାଇବା ପାଇଁ ଏହି ପ୍ରକାର ଗଛସବୁର ରୋପଣ ଏବଂ ରକ୍ଷଣାବେକ୍ଷଣ ଆଦିର ଅବଶ୍ୟକତା ପଡ଼ିଲା ଯାହା ଏହି ପ୍ରକଳ୍ପ ଅଧିନରେ କାର୍ଯ୍ୟ କରୁଛି ।

ଏହି ପ୍ରକଳ୍ପ ଅଧିନରେ ଯତ୍ନନିଆଯାଉଥିବା ଗଛସବୁ

[ସମ୍ପାଦନା]

ପ୍ରକଳ୍ପ ସ୍ଥାନସବୁ

[ସମ୍ପାଦନା]
  • ପୁରୀ ଜିଲ୍ଲା:ଡେଲାଙ୍ଗ: ଏହାର ଆୟତନ ୨୬୮୬ ହେକ୍ଟର ।
  • ନୟାଗଡ଼ ଜିଲ୍ଲା :

Within 8 Divisions along with financial support from Panchayatiraj Dept. Accordingly, the target has been fixed to carryout plantation in Nayagarh Forest Division over 400 Ha. in Forest and Revenue land. Since 1999-2000, the plantation work is being carried out by the D.R.D.A. funding. The target of 400 Ha. Plantation has also been completed during 2004-05 and the maintenance work is going on. The details of area, location are given below. []

କ୍ରମିକକାର୍ଯ୍ୟରେ ବ୍ୟବହାରଗଛର ନାମଆକାର ମୋଟେଇ×ଲମ୍ବଗଣ୍ଡି ସଂଖ୍ୟା
ତୁମ୍ବଫାସି୬'×୦୯'୦୨୨
ପାଇଫାସି୬'×୧୨'୦୫୦
ଗୟଳଅସନ୩'×୪୦'୩୧୨
ଅରମୁଣ୍ଡିଅସନ ଏବଂ ଧଉରା୩'×୧୨'୪୨୮
ଦଣ୍ଡ, ଅଖଧଉରା୩'×୪୦ ୦୫୦
ଦେବଦାରୁ୫'×୧୦'୦୦୪
ଦେବଦାରୁ, ମଇ୫'×୧୫'୦୪୨
ମଇ୫'×୧୫ ୦୦୫
ମଇ୩'×୧୦'୦୧୫
୧୦କଣସ, ଶିମିଳି୩'×୧୦'୦୬୪
୧୧କଣସ, ଶିମିଳି୫'×୧୫'୦୦୫
୧୨ପାଳଧୁଆ୩'×୧୦'୦୮୫
୧୩ମହାଲିମ୍ବ୪'×୧୦'୦୨୦
୧୪ଗମ୍ଭାରୀ୫'×୧୨'୦୦୧
୧୫କଦମ୍ବ୩'×୧୦'୦୦୪
୧୬କାଳଚୁଆ ବଲ୍ହା୩'×୭'୦୬୦
୧୭ଶାଳ୪'×୧୦-୫'×୧୦'୦୧୩
  1. http://nayagarh.nic.in/govtsection/forest/jbp.htm