ବ୍ୟବହାରକାରୀଙ୍କ ଆଲୋଚନା:Siiuu07
ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।
ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।
ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?
|
|
ଆପଣ କିପରି ସାହାଯ୍ୟ କରିପାରିବେ:
|
|
ଅଧିକ ଜାଣିବା କଥା...
|
ମେସିନ୍ ଅନୁବାଦ ପ୍ରସଙ୍ଗ ନ ଲେଖିବାକୁ ଅନୁରୋଧ
[ସମ୍ପାଦନା]ଆଦରର Siiuu07 ଆପଣଙ୍କ ଲେଖା ଗଢ଼ାଯାଇଥିବା ପ୍ରସଙ୍ଗ ପ୍ରୀତମ କୋଟାଲ, ମହମ୍ମଦ ସଲାହ, କେରଳ ବ୍ଲାଷ୍ଟର୍ସ ଏଫ୍, ସୁନୀଲ ଛେତ୍ରୀ, ଭାରତ ଜାତୀୟ ଅଣ୍ଡର -23 ଫୁଟବଲ ଦଳ ଆଦି ପ୍ରସଙ୍ଗ ଲେଖିଛନ୍ତି, ଯେଉଁଗୁଡ଼ିକ ସମ୍ପୂର୍ଣ୍ଣ ମେସିନ୍ ଦ୍ୱାରା ଅନୁବାଦ ହେବା ପରି ଲାଗୁଛି । ଫଳରେ ଏହି ସମସ୍ତ ପ୍ରସଙ୍ଗଗୁଡ଼ିକୁ ଲିଭେଇବା ପାଇଁ ପ୍ରସ୍ତାବ ଆସିଛି । ଏହି ପ୍ରସଙ୍ଗଗୁଡ଼ିକୁ ସଜାଡ଼ିବାକୁ ଅନୁରୋଧ । - ଗପୁ (ମୋ ଆଲୋଚନା) ୨୨:୪୦, ୨୨ ଅଗଷ୍ଟ ୨୦୨୩ (IST)
- ମେସିନ ଅନୁବାଦ କରି ସିଧା ସଳଖ କପି ପେଷ୍ଟ ନ କରି ଉଇକିପିଡ଼ିଆରେ ଯେମିତି ଲେଖା ହୁଏ ସେମିତି ଲେଖିଲେ ବି ଚଳିବ । କିଛି ସ ହାୟତା ଦରକାର ହେଲେ କୂହନ୍ତୁ । Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୦୯:୦୪, ୨୫ ଅଗଷ୍ଟ ୨୦୨୩ (IST)
ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ
[ସମ୍ପାଦନା]ପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦
ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)