ବ୍ୟବହାରକାରୀଙ୍କ ଆଲୋଚନା:Shraddhananda

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Ameodia, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୫୫, ୧୨ ଜୁନ ୨୦୧୬ (IST)[reply]

ବ୍ୟବହାରକାରୀ ନାମ ବାବଦରେ ସୂଚନା[ସମ୍ପାଦନା]

ନମସ୍କାର ବନ୍ଧୁ, ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କ ଅବଦାନ ପାଇଁ ଅଶେଷ ସାଧୁବାଦ । ଆପଣଙ୍କ ବ୍ୟବହାରକାରୀ ନାମ (Username) "Ameodia", ବ୍ୟବହାରକାରୀଙ୍କ ନାମ ନୀତିର ଉଲ୍ଲଂଘନ କରୁଛି । ସେଥିପାଇଁ ଦୟାକରି ଆପଣ ନାମବଦଳ ଅନୁରୋଧ ପୃଷ୍ଠାକୁ ଯାଇ ଆଉଗୋଟେ ନୂଆ ନାମ ନିମନ୍ତେ ଅନୁରୋଧ କରନ୍ତୁ । ଯଦି କିଛି ଅସୁବିଧା ହୁଏ ତେବେ ମୋ ସହିତ କିମ୍ବା ଅନ୍ୟ ଯେକୌଣସି ପରିଚାଳକଙ୍କ ସହ ଯୋଗାଯୋଗ କରନ୍ତୁ । ବୁଝିବାରେ କିଛି ଅସୁବିଧା ହେଲେ ବା ଓଡ଼ିଆ ଉଇକିପିଡ଼ିଆ ବାବଦରେ ଅନ୍ୟ କିଛି ପ୍ରଶ୍ନ ଥିଲେ, ଚାଟସଭା, ଫେସବୁକ କୋଠ କିମ୍ବା ମୋ ଆଲୋଚନା ପୃଷ୍ଠାରେ ପଚାରନ୍ତୁ । ଧନ୍ୟବାଦ ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୫୬, ୧୨ ଜୁନ ୨୦୧୬ (IST)[reply]