Jump to content

ବ୍ୟବହାରକାରୀଙ୍କ ଆଲୋଚନା:Sasmita paikaray

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ପାଛୋଟି ନେଉଛି!

ଆଦରର Sasmita paikaray,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛି, ଆପଣଙ୍କ ଅବଦାନ ପାଇଁ ଅନେକ ବଧାଇ । ମୁଁ ଭାବୁଛି ଆପଣ ଏଠାରେ ବାକି ସମ୍ପାଦକମାନ‌ଙ୍କ ସ‌ହ ମିଶି ନିଜର ଲେଖାଲେଖି ଜାରୀ ରଖିବେ । ଯଦି ଲେଖିବାରେ କିଛି ଅସୁବିଧା ହୁଏ ତେବେ ଏହି "ଚାଟସଭା"ରେ ପଚାରିପାରିବେ । ଏହି କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ ! ଆଲୋଚନା ପୃଷ୍ଠାରେ ଦସ୍ତଖତ ପାଇଁ ଆପଣଙ୍କ ଲେଖା ପରେ ଚାରୋଟି ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଯ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପଚାରିପାରିବେ । ଆଉଥରେ, ପାଛୋଟି ନେଉଛି! -ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୬:୫୫, ୨୦ ସେପ୍ଟେମ୍ବର ୨୦୧୩ (UTC)

କାଳିଜାଇ ଲେଖା ପାଇଁ ଗୁପଚୁପ!

[ସମ୍ପାଦନା]
ସସ୍ମିତା, ତୁମ ତିଆରି କାଳିଜାଇ ଲେଖାଟି ଖୁବ ଭଲ ହୋଇଛି । ଏଇ ଖୁସିରେ ମୋ ତରଫରୁ କିଛି ଗୁପଚୁପ । ଲେଖାରେ ଆହୁରି ଲେଖିପାରିବ କାଳିଜାଇର ଅବସ୍ଥିତି ବାବଦରେ, କେଉଁ କେଉଁ ଦ୍ୱୀପ୍ପୁଞ୍ଜ ଏହା ଚାରିପାଖରେ ରହିଛି, ଆଦି :) ସୁଭାସିସ ପାଣିଗାହିମୋ ସାଙ୍ଗେ କ‌ଥାବାର୍ତ୍ତା ୧୨:୧୩, ୧ ଅକ୍ଟୋବର ୨୦୧୩ (UTC)

A barnstar for you!

[ସମ୍ପାଦନା]
The Special Barnstar
ଆପଣଙ୍କ ଦ୍ଵାରା ଗୋଟିଏ ଦିନରେ ୩ଟି ଉନ୍ନତମାନର ନୂଆ ପ୍ରସଙ୍ଗ ଲେଖା ନିଶ୍ଚିନ୍ତ ଭାବେ ନୂଆ ମାନଙ୍କୁ ଉତ୍ସାହିତ କରିବ । ଆପଣଙ୍କ ଅବଦାନ ଏମିତି ରହିଥାଉ ଓ ଓଡ଼ିଆ ଉଇକିପିଡ଼ିଆ ଅଧିକ ପ୍ରସଙ୍ଗଭରା ହେବା ସହ ଜ୍ଞାନର ଭଣ୍ଡାର ହେଉ। ମୋ ତରଫରୁ ଏ ଛୋଟ ଉପହାର । :) ଆଦିତ୍ୟ ମହାର (ଆଲୋଚନା) ୧୩:୪୦, ୫ ଜୁଲାଇ ୨୦୧୪ (UTC)