ବ୍ୟବହାରକାରୀଙ୍କ ଆଲୋଚନା:Sai-iiith

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Sai-iiith, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୧:୦୨, ୨୪ ଅଗଷ୍ଟ ୨୦୨୦ (IST)[reply]

ଏକ ପ୍ରସଙ୍ଗକୁ ଦୁଇଥର ତିଆରି[ସମ୍ପାଦନା]

ଆଦରର @Sai-iiith:, ଆପଣ ନିକଟରେ ସ୍କ୍ରୋଡିଙ୍ଗରଙ୍କ କ୍ୟାଟ୍ସ୍କ୍ରୋଡିଙ୍ଗର କ୍ୟାଟ୍ ନାମରେ ସମାନ ପାଠ ଥାଇ ଦୁଇଟି ପ୍ରସଙ୍ଗ ତିଆରି କରିଛନ୍ତି । ପ୍ରସଙ୍ଗଗୁଡ଼ିକ ଖୁବ ଲମ୍ବା ଓ ସମ୍ଭବତ ଗୁଗୁଲ ଟ୍ରାନ୍ସଲେଟ ଭଳି ମେସିନ ଟ୍ରାନ୍ସଲେଟ ବ୍ୟବହାର କରି ଲେଖାଯାଇଛି ଫଳରେ ସେଥିରେ ଅନେକ ବାକ୍ୟଗଠନ, ବ୍ୟାକରଣଗତ ଓ ବନାନଗତ ଭୁଲ ରହିଛି । ଅନୁରୋଧ ଆପଣ ପୂରା ଲେଖାକୁ ପଢ଼ି ଏସବୁ ଭୁଲକୁ ସୁଧାରିବେ । ଉଇକିପିଡ଼ିଆରେ ନିୟମିତ ଲେଖୁଥିବା ଲୋକଙ୍କ ସଂଖ୍ୟା ଖୁବ କମ । ଏଣୁ ଏଭଳି ବଡ଼ ଲେଖାଗୁଡ଼ିକର ଭୁଲ ସଜାଡ଼ିବା ପାଇଁ ହୁଏତ ଅନେକ ସମୟ ଲାଗିପାରେ । ଲେଖା ହେବା ମାତ୍ରେ ସେସବୁ ସମସ୍ତେ ପଢ଼ିପାରନ୍ତି । ଫଳରେ ଭୁଲଭଟକା ଥିବା ଲେଖା ଅନେକ ଦିନ ଧରି ପାଠକମାନେ ପଢ଼ିବେ । ଆଶା ଆପଣ ଆଗକୁ ଲେଖାର ଶବ୍ଦ ସଂଖ୍ୟା ବଦଳରେ ବ୍ୟାକରଣ, ବାକ୍ୟଗଠନ ଓ ବନାନ ମେସିନ ଟ୍ରାନ୍ସଲେସନ ପରେ ପଢ଼ି ବଦଳାଇ ଠିକ କରି ତା' ପରେ ପ୍ରକାଶ କରିବେ । ଉଇକିପିଡ଼ିଆ:ନିୟମାବଳୀରେ ଉଇକିପିଡ଼ିଆରେ ଲେଖା ବାବଦରେ ଅଧିକ ସୂଚନା ରହିଛି । --ସୁଭ (ଆଳାପ) ୦୦:୪୭, ୨୭ ଅଗଷ୍ଟ ୨୦୨୦ (IST)[reply]