ବ୍ୟବହାରକାରୀଙ୍କ ଆଲୋଚନା:Ranjan.sarangi~orwiki

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି ରସଗୋଲା ସହିତ ଆପଣଙ୍କୁ ପାଛୋଟି ନେଉଛୁ!
ଉଇକିପିଡ଼ିଆରେ କିପରି ଲେଖିବେ ଜାଣିବାକୁ ଚାହୁଁଛନ୍ତି କି? ପ୍ରଶ୍ନଟିଏ ପଚାରନ୍ତୁ

ଆଦରର Ranjan.sarangi~orwiki,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ମୁଁ ଆଶା କରୁଛି ଆପଣଙ୍କୁ ଏହି ଜ୍ଞାନକୋଷ ବ୍ୟବହାର କରିବାକୁ ସୁବିଧାଜନକ ହେବ ଓ ଏଠାରେ ପ୍ରସଙ୍ଗମାନ ସମ୍ପାଦନା କରି ଆପଣ ଆନନ୍ଦିତ ହେବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବେ:

ଯଦି ଆପଣ ଉଇକିପିଡ଼ିଆରେ କିପରି ଲେଖିବେ ତାହା ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ । ଆପଣ ଏକ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାକୁ ଚାହିଁଲେ ସେହି ପ୍ରସଙ୍ଗର "ଆଲୋଚନା" ପୃଷ୍ଠାକୁ ଯାଇ ସେଠି ନିଜ ମତାମତ ପରେ ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏହା ଆପଣଙ୍କ ନାମ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସହଯୋଗ ଲୋଡ଼ା ପଡ଼ିଲେ, ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ଏହି ପୃଷ୍ଠାରେ ପ୍ରଶ୍ନ ଆଗରୁ ଏଇ କୋଡ଼ {{help me}} ନକଲ କରି ପକାଇଦିଅନ୍ତୁ । -- ଅηsuмaη Talk ୧୫:୦୭, ୩ ଡିସେମ୍ବର ୨୦୧୧ (UTC)

Your account will be renamed[ସମ୍ପାଦନା]

୦୪:୨୩, ୧୮ ମାର୍ଚ୍ଚ ୨୦୧୫ (UTC)

୧୦:୦୯, ୧୯ ଅପ୍ରେଲ ୨୦୧୫ (UTC)