ବ୍ୟବହାରକାରୀଙ୍କ ଆଲୋଚନା:Mwhatw
ଆଦରର Mwhatw,
ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ମୁଁ ଆଶା କରୁଛି ଆପଣଙ୍କୁ ଏହି ଜ୍ଞାନକୋଷ ବ୍ୟବହାର କରିବାକୁ ସୁବିଧାଜନକ ହେବ ଓ ଏଠାରେ ପ୍ରସଙ୍ଗମାନ ସମ୍ପାଦନା କରି ଆପଣ ଆନନ୍ଦିତ ହେବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବେ:
- ଉଇକିପିଡ଼ିଆର ପାଞ୍ଚଟି ସ୍ତମ୍ବ
- ଓଡ଼ିଆ ଉଇକିପିଡ଼ିଆ କିପରି ବ୍ୟବହାର କରିବେ
- ପୃଷ୍ଠାଟିଏ କେମିତି ବଦଳାଇବେ ଓ ପ୍ରସଙ୍ଗସମୂହ କିପରି ବଦଳାଇବେ
- ନିଜର ପ୍ରଥମ ଲେଖାଟି କେମିତି ଲେଖିବେ
- ଲିଖନ ଶୈଳୀ
ଯଦି ଆପଣ ଉଇକିପିଡ଼ିଆରେ କିପରି ଲେଖିବେ ତାହା ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।
ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ । ଆପଣ ଏକ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାକୁ ଚାହିଁଲେ ସେହି ପ୍ରସଙ୍ଗର "ଆଲୋଚନା" ପୃଷ୍ଠାକୁ ଯାଇ ସେଠି ନିଜ ମତାମତ ପରେ ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏହା ଆପଣଙ୍କ ନାମ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସହଯୋଗ ଲୋଡ଼ା ପଡ଼ିଲେ, ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ଏହି ପୃଷ୍ଠାରେ ପ୍ରଶ୍ନ ଆଗରୁ ଏଇ କୋଡ଼ {{help me}}
ନକଲ କରି ପକାଇଦିଅନ୍ତୁ ।
--ସୁଭାସିସପାଣିଗାହିମୋତେ କହିବେ କିଛି? ୧୭:୧୫, ୭ ମାର୍ଚ ୨୦୧୨ (UTC)
ଆପଣଙ୍କ ପାଇଁ ବାର୍ନଷ୍ଟାର[ସମ୍ପାଦନା]
ଉତ୍ତମ ବିଚାର ବାର୍ନଷ୍ଟାର | |
ଭାଇ ନମସ୍କାର, ଆପଣ ଯେଉଁ ଚାହାଳି ପାଇଁ ପ୍ରସ୍ତାବ ଦେଇଥିଲେ, ସେଥିପାଇଁ ଅଶେଷ ଧନ୍ୟବାଦ । ସମସ୍ତଙ୍କ ମତାମତ ପରେ ଚାଟସଭା ନାମରେ ଆରମ୍ଭ କରାଯାଇଛି । ଆପଣଙ୍କ ଫେରିବା ଅପେକ୍ଷାରେ :-) -- ଅηsuмaη Talk ୧୦:୩୪, ୨୭ ଏପ୍ରିଲ ୨୦୧୨ (UTC) |