ବ୍ୟବହାରକାରୀଙ୍କ ଆଲୋଚନା:Emediapro

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Emediapro, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୧:୦୮, ୧୧ ମାର୍ଚ୍ଚ ୨୦୨୧ (IST)[reply]

"ଉଦିତ ଭାନୁ" ପ୍ରସଙ୍ଗ ସମ୍ପର୍କିତ ଚେତାବନୀ[ସମ୍ପାଦନା]

ଆଦରର @Emediapro:, ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ, ବିଶେଷ କରି ପ୍ରସଙ୍ଗଯୋଗ୍ୟ ହୋଇନଥିବା ଓ ବିଶ୍ୱସନୀୟ ଆଧାର ଅଭାବ ହେତୁ "ଉଦିତ ଭାନୁ" ପ୍ରସଙ୍ଗଟି ୨୩ ଥର ଲିଭାଯାଇସାରିଲାଣି । ଏହା ଆପଣଙ୍କ ଦ୍ୱାରା ହିଁ ମୁଖ୍ୟତଃ ଲିଖିତ । ଯଦି ପରିଚାଳକମାନେ ଏତେ ଥର ଲିଭାଇଛନ୍ତି ଆପଣଙ୍କୁ ଅନୁରୋଧ ବାରମ୍ବାର ପ୍ରସଙ୍ଗଟିକୁ ତିଆରି ନ କରି ବରଂ ଉଇକିପିଡ଼ିଆ:ଆଲୋଚନା ସଭାରେ ଆଲୋଚନା କରନ୍ତୁ । ଏହା ଆପଣଙ୍କୁ ଶେଷ ଚେତାବନୀ । ଏହା ପରେ ଆପଣ ବିନା ଆଲୋଚନାରେ ଓ ସମସ୍ତେ ଏକମତ ହେବା ଆଗରୁ ପୁଣି ସେ ପ୍ରସଙ୍ଗଟିକୁ ତିଆରି କଲେ ଆପଣଙ୍କ ଆକାଉଣ୍ଟ ଅଟକାଇଦିଆଯିବ । ଆଶା ଆପଣ ଉଇକିପିଡ଼ିଆରେ ପ୍ରସଙ୍ଗ ଲିଖନ ଓ ସମ୍ପାଦନା ନୀତିନିୟମ ବାବଦରେ ଅଧିକ ଅବଗତ ହେବେ ଓ ଆଗକୁ ସମ୍ପାଦନା ମଧ୍ୟ କରିବେ । --ସୁଭ (ଆଳାପ) ୨୨:୦୮, ୧୪ ମଇ ୨୦୨୧ (IST)[reply]

ଧନ୍ୟବାଦ୍ ମୁ ପୁଣି ଥରେ ଏହି ପୃଷ୍ଠାକୁ ଖଲିବାକୁ ଚାହୁଚି 2409:4062:2D0A:3BF3:B792:8135:608C:776C ୦୨:୨୭, ୨୦ ଜାନୁଆରୀ ୨୦୨୨ (IST)[reply]

ପୃଷ୍ଠା[ସମ୍ପାଦନା]

ମୁ ନୂଆ ପୃଷ୍ଠା କେମିତି ତିଆରି କରିବି ଏହି ନାମ ରେ ମତେ link ପଠାନ୍ତୁ 2409:4062:2D0A:3BF3:B792:8135:608C:776C ୦୨:୩୩, ୨୦ ଜାନୁଆରୀ ୨୦୨୨ (IST)[reply]