Jump to content

ବ୍ୟବହାରକାରୀଙ୍କ ଆଲୋଚନା:Chittaranjan kar

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି ରସଗୋଲା ସହିତ ଆପଣଙ୍କୁ ପାଛୋଟି ନେଉଛୁ!
ଉଇକିପିଡ଼ିଆରେ କିପରି ଲେଖିବେ ଜାଣିବାକୁ ଚାହୁଁଛନ୍ତି କି? ପ୍ରଶ୍ନଟିଏ ପଚାରନ୍ତୁ

ଆଦରର Chittaranjan kar,

ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ମୁଁ ଆଶା କରୁଛି ଆପଣଙ୍କୁ ଏହି ଜ୍ଞାନକୋଷ ବ୍ୟବହାର କରିବାକୁ ସୁବିଧାଜନକ ହେବ ଓ ଏଠାରେ ପ୍ରସଙ୍ଗମାନ ସମ୍ପାଦନା କରି ଆପଣ ଆନନ୍ଦିତ ହେବେ । ଏଇ କିଛି ପୃଷ୍ଠା ଆପଣଙ୍କୁ ଅଧିକ ଜାଣିବାରେ ସହଯୋଗ କରିବେ:

ଯଦି ଆପଣ ଉଇକିପିଡ଼ିଆରେ କିପରି ଲେଖିବେ ତାହା ଜାଣିବାକୁ ଚାହୁଁଥାନ୍ତି ତେବେ ଆମ ଚାଟ ସଭାକୁ ଯାଇ ପ୍ରଶ୍ନଟିଏ ପଚାରନ୍ତୁ ।

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗିବ । ଆପଣ ଏକ ପ୍ରସଙ୍ଗ ବାବଦରେ କିଛି ଆଲୋଚନା କରିବାକୁ ଚାହିଁଲେ ସେହି ପ୍ରସଙ୍ଗର "ଆଲୋଚନା" ପୃଷ୍ଠାକୁ ଯାଇ ସେଠି ନିଜ ମତାମତ ପରେ ଟିଲଡ଼େ ଚିହ୍ନ ~~~~ ଦିଅନ୍ତୁ; ଏହା ଆପଣଙ୍କ ନାମ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସହଯୋଗ ଲୋଡ଼ା ପଡ଼ିଲେ, ମୋ ଆଲୋଚନା ପୃଷ୍ଠାକୁ ଯାଇ ମୋତେ ପ୍ରଶ୍ନଟିଏ ପଚାରି ପାରିବେ, ନହେଲେ ଏହି ପୃଷ୍ଠାରେ ପ୍ରଶ୍ନ ଆଗରୁ ଏଇ କୋଡ଼ {{help me}} ନକଲ କରି ପକାଇଦିଅନ୍ତୁ । -- ଅηsuмaη Talk ୧୩:୧୪, ୨୫ ଫେବୁଆରି ୨୦୧୨ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ

[ସମ୍ପାଦନା]

--Jnanaranjan sahu (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)

ମୁରଲୀ ମନୋହର ଶର୍ମା ‎

[ସମ୍ପାଦନା]

ଏବେପାଇଁ ଆପଣଙ୍କ ଲେଖାଟି ଏଇଠି ରହିଲା, ବ୍ୟବହାରକାରୀ:Chittaranjan kar/ମୁରଲୀ ମନୋହର ଶର୍ମା, ଯଥେଷ୍ଟ ଆଧାର ଯୋଡ଼ିଲା ପରେ "Main Space:ମୁରଲୀ ମନୋହର ଶର୍ମା" କୁ ନେଇ ପାରିବା । ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । -- ଅଂଶୁମାନ ତାର ଯୋଡ଼ିବେ? ୧୧:୪୨, ୨୬ ଫେବୃଆରୀ ୨୦୧୮ (IST)[reply]