ବ୍ୟବହାରକାରୀଙ୍କ ଆଲୋଚନା:Auramstate/Archive 1

Page contents not supported in other languages.
ଉଇକିପିଡ଼ିଆ‌ରୁ

This page is an archive. Do not edit the contents of this page. Please direct any additional comments to the current talk page.

--Auramstate (ମୋ ଆଲୋଚନା) ୧୪:୦୬, ୪ ଫେବୃଆରୀ ୨୦୨୧ (IST)[reply]

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Auramstate, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୨:୪୫, ୭ ଫେବୃଆରୀ ୨୦୨୧ (IST)[reply]
@Ssgapu22 ସଂଗ୍ରାମ ଭାଇ Wikidata ର ବିଷୟ ଟା କେମିତି solve ହେବ କରନ୍ତୁ । ନୂଆ ତିଆରି କଲାବେଳେ entity ରେ ମିଳିଲାଣି imdb ସେଟ ପରେ ଡୁପ୍ଲିକେଟ ଆସିଲା ତ ମଁୂ ଡ଼ିଲେଟ ମାରିଦେଲି ;) । କରନ୍ତୁ ଏବେ କେମିତି solve ହେବ । Auramstate (ମୋ ଆଲୋଚନା) ୧୧:୩୯, ୮ ଫେବୃଆରୀ ୨୦୨୧ (IST)[reply]
@Auramstate: ବାବୁ, ମୁଁ ତାକୁ ପୁରୁଣା ଆଇଟମ୍ ସହିତ ମିଶେଇ ଦେଇଛି । -ଗପୁ (ମୋ ଆଲୋଚନା) ୧୪:୧୦, ୮ ଫେବୃଆରୀ ୨୦୨୧ (IST)[reply]
@Ssgapu22 ଧନ୍ୟବାଦ ଭାଇ :) Auramstate (ମୋ ଆଲୋଚନା) ୧୪:୩୩, ୮ ଫେବୃଆରୀ ୨୦୨୧ (IST)[reply]
@Ssgapu22 ସଂଗ୍ରାମ ଭାଇ କୋଣାର୍କ ଫିଲ୍ମ ଗୋଟେ ସବଜେକ୍ଟ ସିଲେକ୍ଟ କରିଛି , ଓଡିଆ ରେ କେମିତି ଲେଖିବି ଟିକେ ସାହାଜ୍ୟ କରିବେ କି plz। ଓଡିଆ ନିଉସ୍ ରେ କୋଣାର୍କ ଫିଲ୍ମ୍ସ ର କିଛି ଖବର ଆସିଲେ ଦୟାକରି କହିବେ । ଗୁରୁ ଗଙ୍ଗାଧର ପ୍ରଧାନ ଙ୍କ ଏକ ଅନୁଷ୍ଟାନ 1960 ରେ ପ୍ରତିଷ୍ଟିତ ହୋଇଥିଲା ବର୍ତମାନ କୋଣାର୍କ ଫିଲ୍ମ୍ସ ର ଚାଳକ ରାଜଦେବ କୁମାର ସିଂହ ଅଛନ୍ତି ଯାହା ମୁମ୍ବାଇ ରେ ଫିଲ୍ମ ବିତରଣ କମ ହୁଏ । ମୁ ହିନ୍ଦୀ ରେ ଏହାର ଆର୍ଟିକଲ୍ କରିଥିଲି କିନ୍ତୁ ପାରିଲିନି ଲାଗୁଛି ଡିଲୀଟ ହୋଇଯିବ। ଗତ 25 ତାରିଖରେ କୋଣାର୍କ ଫିଲ୍ମ୍ସ ର ଚେୟାର ପର୍ସନ ସହ ଜାହାଙ୍ଗୀର ଆର୍ଟ ଗଲାରୀ ରେ 5 ମିନିଟ୍ ଦେଖା ହୋଇଥିଲା। ପାଥୋପକଥନ ଋ ମୋତେ ଅନୁଭବ ହେଲା କୋଣାର୍କ ଫିଲ୍ମ୍ସ ଉପରେ ଲେଖିବା ଉଚିତ ହେବ କିନ୍ତୁ ରାଜଦେବ ଜୀ କହିଲେ ଯେ ୱିକିପିଡିୟା କେବଳ ପ୍ରତିଷ୍ଟତା ର ମାଧମ ନୁହେ। ଏହାର ଅର୍ଥ ବୁଝି ପାରିଲିନି। ମଁୁ ଓଡିଆ ଭାଷା ବୁଝି ଓ ଲେଖିପାରେ କିନ୍ତୁ ଏକ୍ସପର୍ଟ ନୁହ। ଉତ୍କଳ ଇଉନିଭର୍ସିଟି ରେ 2 ବର୍ଷ ପଢିଛି ଓ କଟକ ରେ ରହିଛି ସେଥିଲାଗି ମୋତେ ଓଡିଆ ଅଳ୍ପ ବହୁତ ଆସେ। ଆପଣଙ୍କୁ ଦରଖାସ୍ତ କରିବା ର କାରଣ ଏହା କି ଦୟାକରି ମୋତେ ଓଡିଆ ବ୍ଯାକରଣ ରେ ସାହାଜ୍ୟ କରନ୍ତୁ । ମୁ କୋଣାର୍କ ଫିଲ୍ମ୍ସ ଓ ଓଡିଶୀ ଉପରେ ଲେଖିବା କି ଚାହୁଛି। Auramstate (ମୋ ଆଲୋଚନା) ୧୧:୪୨, ୧୬ ଫେବୃଆରୀ ୨୦୨୧ (IST)[reply]