ବ୍ୟବହାରକାରୀଙ୍କ ଆଲୋଚନା:Ansuman Swain Bhadrak

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Ansuman Swain Bhadrak, ଧନ୍ୟବାଦ ଗପୁ (ମୋ ଆଲୋଚନା) ୧୨:୧୭, ୧୪ ଅପ୍ରେଲ ୨୦୨୩ (IST)[reply]

ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୩ରେ ଭାଗ ନେଇଥିବାରୁ ଅଶେଷ ସାଧୁବାଦ[ସମ୍ପାଦନା]

ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ ତରଫରୁ ଧନ୍ୟବାଦ
୨୦୨୩ ମସିହାର ଫେବୃଆରୀ ୧ ଠାରୁ ଅପ୍ରେଲ ୧୫ ମଧ୍ୟରେ ଆୟୋଜିତ ହୋଇଥିବା ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନାରେ ଆପଣଙ୍କର ଯୋଗଦାନ ପାଇଁ ଆପଣଙ୍କୁ ଅଶେଷ ସାଧୁବାଦ । ଅଢ଼େଇ ମାସ ଧରି ଚାଲିଥିବା ଏହି ଗଣସମ୍ପାଦନାରେ ଆପଣଙ୍କ ଦ୍ୱାରା ଗଢ଼ାଯାଇଥିବା ପ୍ରସଙ୍ଗ (ଗୁଡ଼ିକ) ଯୋଗୁଁ ଲିଙ୍ଗଗତ ଅନୁପାତ ହ୍ରାସ ପାଇଛି । ଆଗାମୀ ଦିନରେ ଆପଣଙ୍କର ଏହିଭଳି ଯୋଗାଦନ ଜାରି ରହିବ ବୋଲି ଆଶା ।

- ଗପୁ (ମୋ ଆଲୋଚନା) ୨୦:୧୪, ୧୧ ଅଗଷ୍ଟ ୨୦୨୩ (IST)[reply]