ବ୍ୟବହାରକାରୀଙ୍କ ଆଲୋଚନା:ଲକ୍ଷ୍ମୀକାନ୍ତ ତ୍ରିପାଠୀ

Page contents not supported in other languages.
ଉଇକିପିଡ଼ିଆ‌ରୁ
ନମସ୍କାର ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୨୭, ୨୩ ଜୁଲାଇ ୨୦୧୬ (IST)[reply]

ନିଜ ଲେଖା[ସମ୍ପାଦନା]

ମଉସା ପ୍ରଣାମ, ନିଜେ ନିଜ ବିଷୟରେ ଲେଖିବା ଉଇକିପିଡ଼ିଆ:ନିୟମାବଳୀ ବାହାରେ । ତେଣୁ ଲେଖା ଏବେ ଆପଣଙ୍କ ବ୍ୟବହାରକାରୀ ପୃଷ୍ଠା ବ୍ୟବହାରକାରୀ:ଲକ୍ଷ୍ମୀକାନ୍ତ ତ୍ରିପାଠୀ ରେ ରହିଲା । -- ଅଂଶୁମାନ ତାର ଯୋଡ଼ିବେ? ୧୫:୩୬, ୫ ମାର୍ଚ୍ଚ ୨୦୧୮ (IST)[reply]

ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ[ସମ୍ପାଦନା]

ମଉସା, ବ୍ୟବହାରକାରୀ:ଲକ୍ଷ୍ମୀକାନ୍ତ ତ୍ରିପାଠୀ/ଓଡିଆ ଭାଷା ବିକାଶ ଆନ୍ଦୋଳନ ଲେଖାଟି ଆପଣଙ୍କ ଇଉଜର ସ୍ପେସରେ ରହିଲା, ଯଥେଷ୍ଟ ତଥ୍ୟ ଓ ଆଧାର ଯୋଡ଼ିଲା ପରେ ମୁଖ୍ୟ ସ୍ପେସକୁ ନେଇପାରିବା । -- ଅଂଶୁମାନ ବାଡ଼େଇବେ! ୧୪:୫୭, ୧୬ ସେପ୍ଟେମ୍ବର ୨୦୧୯ (IST)[reply]