ବ୍ୟବହାରକାରୀଙ୍କ ଆଲୋଚନା:ଜାନକୀବଲ୍ଲଭ ଛାଟୋଇ

Page contents not supported in other languages.
ଉଇକିପିଡ଼ିଆ‌ରୁ
ନମସ୍କାର ଜାନକୀବଲ୍ଲଭ ଛାଟୋଇ, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଜାନକୀବଲ୍ଲଭ ଛାଟୋଇ, ଧନ୍ୟବାଦ – ~~~~

--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୩:୫୦, ୧୦ ଫେବୃଆରୀ ୨୦୧୪ (UTC)

ଉଇକିପିଡିଆରେ ଲେଖା ବାବଦରେ[ସମ୍ପାଦନା]

ଆଦରର ଛାଟୋଇ ଭାଇ ! ଉଇକିପିଡିଆରେ ଆପଣଙ୍କ ଅବଦାନ ପାଇଁ ଅଶେଷ ଧନ୍ୟବାଦ । ଉଇକିପିଡିଆରେ ଏଭଳି ତଥ୍ୟ ଲେଖାଯାଏ ଯାହା ଅନ୍ୟମାନଙ୍କ କାମରେ ଆସିବ କିମ୍ବା ସେହି ତଥ୍ୟ ପଢି ଅନ୍ୟମାନେ ସେହି ଲେଖା ବିଷୟରେ ଜାଣିପାରିବେ । ଆପଣ ଆରମ୍ଭ କରିଥିବା ଚନ୍ଦ୍ରଗୁପ୍ତ ପୃଷ୍ଠାରେ ଯେଉଁଭଳି ଲେଖିଛନ୍ତି କି ଚନ୍ଦ୍ରଗୁପ୍ତଙ୍କ ବିଷୟରେ ଅଧିକ ଲେଖନ୍ତୁ ବୋଲି ସେହି ଭଳି ପ୍ରସଙ୍ଗ ଲେଖା ଯାଏ ନାହିଁ । କିଛି ଲେଖା ବିଷୟରେ ଅନୁରୋଧ କରିବାକୁ ଥାଏ ତେବେ ଆମ ଆଲୋଚନା ସଭାରେ ଆପଣ ଲେଖିପାରନ୍ତି । ଉଇକିପିଡିଆରେ ଏହି ଭଳି ଲେଖା ରହିଲେ ଏହାକୁ ମୁଣ୍ଡିଆ ବା stub କୁହାଯାଏ ଏବଂ ସେହି ପୃଷ୍ଠାଟିକୁ ଲିଭାଇ ଦିଆଯାଏ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୯:୨୮, ୧୦ ଫେବୃଆରୀ ୨୦୧୪ (UTC)