Jump to content

ଚନ୍ଦ୍ରଗୁପ୍ତ

ଉଇକିପିଡ଼ିଆ‌ରୁ

ଚନ୍ଦ୍ରଗୁପ୍ତ ମୌର୍ଯ୍ୟ (ରାଜ୍ୟକାଳ : 321 ଖ୍ରୀ: ପୂରୁ 298 ଖ୍ରୀ: ପୂ ) "ମୌର୍ଯ୍ୟ" ସାମ୍ରାଜ୍ୟର ପ୍ରତିଷ୍ଠାତା ଥିଲେ । ସେ ଏକ ସାଧାରଣ ପରିବାରରେ ଜନ୍ମଗଜନ୍ମଗ୍ରହଣ କରିଥିଲେ । ସେ କୌଟିଲ୍ୟ ଚାଣକ୍ୟଙ୍କର (ଅର୍ଥଶାସ୍ତ୍ରର ରଚୟୀତା) ଶିଷ୍ୟ ଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ହିଁ ଦେଶର ପ୍ରଥମ ଶାସକ ଥିଲେ ଯିଏକି ସମ୍ପୂର୍ଣ୍ଣ ଭାରତକୁ ସର୍ବ ପ୍ରଥମେ ନିଜ ଅଧୀନକୁ ଆଣିଥିଲେ । ଐତିହାସିକମାନଙ୍କ  ମତରେ ସେ ଜୈନଧର୍ମଲମ୍ବୀ ଥିଲେ । ସେ ତାଙ୍କର ଶାସନ ପଦ୍ଧତି ସବୁ ଶିଲଲେଖ ମାଧ୍ୟମରେ ଲେଖଉଥିଲେ, ଯାହାକି ଆଜି ମଧ୍ୟ ଦେଖିବାକୁ ମିଳେ । ତାଙ୍କର ନାତି ଯିଏ କି ସମ୍ରାଟ ''ଅଶୋକ'' ନାମରେ ସାରା ବିଶ୍ୱରେ ପରିଚିତ ସେ ଏକ ଐତିହାସିକ ସ୍ତମ୍ବ ସ୍ଥାପନ କରିଥିଲେ ଏବଂ ସେ ଭାରତରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ଅନେକ ଉଲେଖନୀୟ କାର୍ଯ୍ୟ କରିଥିଲେ । ମହାନ ଗ୍ରୀକ ଦାର୍ଶନିକ ମେଘାସ୍ଥିନିସ ତାଙ୍କ ଦରବାରରେ ୪ ବର୍ଷ ଗ୍ରୀକ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିଲେ । ଗ୍ରୀକ ଓ ଲାଟିନରେ ଚନ୍ଦ୍ରଗୁପ୍ତ ''ସାନ୍ଦ୍ରୋକୋଟୋସ'' ଏବଂ ''ଅଣ୍ଡ୍ରୋକୋଟୋସ'' ନାମରେ ମଧ୍ୟ ପରିଚିତ ।

ଚନ୍ଦ୍ରଗୁପ୍ତ
ଶାସନକାଳ c.321 – c.297 BCE[][]
ରାଜ୍ୟାଭିଷେକ c. ୩୨୧ BCE
ପୂର୍ବାଧିକାରୀ ଧନାନନ୍ଦ
ଉତ୍ତରାଧିକାରୀ ବିନ୍ଦୁସାର (ପୁତ୍ର)
ଜୀବନସାଥୀ ଦୁରଧାରା

ଧନନନ୍ଦଙ୍କ ଝିଅ

ସନ୍ତାନସନ୍ତତିଗଣ
ବିନ୍ଦୁସାର
ବଂଶ ମୋର୍ଯ୍ୟ
ବାପା unknown
ମାଆ ମୁରା[]
ଜନ୍ମ c. ୩୪୦BCE
ପଟଳିପୁତ୍ର, ମଗଧ (ବର୍ତ୍ତମାନ ସମୟରେ ପାଟନା, ବିହାର)
ମୃତ୍ୟ ୨୯୭ BCE[]
Shravanabelagola, କର୍ଣ୍ଣାଟକ (ଜୈନ କିମ୍ବଦନ୍ତୀ)[]
ଧର୍ମ ଜୈନ[]

ଜୀବନୀ ଆଧାରରେ

[ସମ୍ପାଦନା]

ପ୍ରାରମ୍ଭ ଜୀବନ

[ସମ୍ପାଦନା]

ସିଂହଳୀ ବୌଦ୍ଧ ପରମ୍ପରା ଅନୁଯାୟୀ, ଚନ୍ଦ୍ରଗୁପ୍ତଙ୍କ ପିତା - ସେହି ସମୟର ମୌର୍ଯ୍ୟ ବଂଶର ପ୍ରମୁଖ - ଏକ ଯୁଧ୍ୟରେ ପ୍ରାଣ ହରାଇଥିଲେ - ଯେବେ ତାଙ୍କ ମା ଗର୍ଭବତୀ ଥିଲେ । ତାଙ୍କ ମା ପୁଷ୍ପା-ପୁର (ବସ୍ତୁତଃ : "ପୁଷ୍ପା ନଗରୀ") ସହରକୁ ନିଜ ଭାଇଙ୍କ ସହାୟତାରେ ଖସି ପଳେଇ ଥିଲେ । ଏହି ସହରର ପରିଚୟ ପାଟଳୀପୁତ୍ର ସହ କରାଯାଏ, ଯେଉଁଟା କି କୁସୁମ-ପୁର (ଯାହାକୁ "ଫୁଲ ସହର" ଭି କୁହା ଯାଏ) ନାମରେ ମଧ୍ୟ ପରିଚିତ । ତାଙ୍କ ସୁରକ୍ଷା ପାଇଁ, ଚନ୍ଦ୍ରଗୁପ୍ତଙ୍କ ମାମୁଁ ତାଙ୍କୁ ଏକ ଗୌଶାଳାକୁ ନେଇ ଗଲେ, ଯେଉଁଠି ତାଙ୍କୁ ଏକ ଗୋପୀ ପାଳନ ପୋଷଣ କରିଥିଲେ । ଚନ୍ଦ୍ରଗୁପ୍ତ ବଡ଼ ହେଲା ପରେ ସେ ଗୋପୀ ତାଙ୍କୁ ଏକ ଶିକାରୀକୁ ବିକି ଦେଲେ, ଯେ କି ତାଙ୍କୁ ଗୋରୁ-ଗାଈଙ୍କ ପାଳନ କରିବା କାମରେ ଲଗେଇ ଦେଲେ ।

ସାମ୍ରାଜ୍ୟ ପ୍ରତିଷ୍ଠା

[ସମ୍ପାଦନା]

ପୂର୍ବଜୟ ଅଭିଯାନ ଏବଂ ନନ୍ଦ ସାମ୍ରାଜ୍ୟର ସମାପ୍ତି

[ସମ୍ପାଦନା]

ଯୁଦ୍ଧ ଏବଂ ବିବାହ

[ସମ୍ପାଦନା]

ଦକ୍ଷିଣ ଅଭିଯାନ

[ସମ୍ପାଦନା]

ସୈନ୍ୟ

[ସମ୍ପାଦନା]

ପ୍ରତିଷ୍ଠା, ଶାସନ, ଏବଂ ମୃତ୍ୟୁ

[ସମ୍ପାଦନା]

ଭିତ୍ତିସରାଞ୍ଚନ

[ସମ୍ପାଦନା]

କଳା ଏବଂ ସଂସ୍କୃତି

[ସମ୍ପାଦନା]

ଉତ୍ତରାଧିକାରୀ

[ସମ୍ପାଦନା]

ମୃତ୍ୟୁ

[ସମ୍ପାଦନା]

ପ୍ରସିଦ୍ଧଇତିହାସ

[ସମ୍ପାଦନା]
  1. Chandragupta Maurya, EMPEROR OF INDIA, Encyclopædia Britannica
  2. 1 2 Upinder Singh 2016, p. 331.
  3. Upinder Singh 2016, p. 330.
  4. Mookerji 1988, p. 40.
  5. Mookerji 1988, pp. 40–41.