Jump to content

ବ୍ୟବହାରକାରୀଙ୍କ ଆଲୋଚନା:ଇଂ. ନିହାର ରଞ୍ଜନ ପରିଡା

Page contents not supported in other languages.
ନୂଆ ଯୋଡ଼ନ୍ତୁ
ଉଇକିପିଡ଼ିଆ‌ରୁ
Latest comment: ୫ ବର୍ଷ ପୂର୍ବେ by Psubhashish

ଆଦରର ଇଂ. ନିହାର ରଞ୍ଜନ ପରିଡା, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।


ଆଉ କିଛି ଦରକାରୀ ଲିଙ୍କ
ଧନ୍ୟବାଦ! – ~~~~

--ସୁଭ (ଆଳାପ) ୧୭:୩୪, ୧୪ ମଇ ୨୦୨୦ (IST)Reply

ନିହାର ରଞ୍ଜନ ପରିଡ଼ା ଜଣେ ଯୁବ ଓଡ଼ିଆ ସାହିତ୍ୟିକ, ମୁଖ୍ୟତ ସେ ଜଣେ କବି ଭାବେ ଜଣାଶୁଣା ।

ଶକ୍ତି ମହାନ୍ତି

[ସମ୍ପାଦନା]

ନିହାର ବାବୁ, ଶକ୍ତି ମହାନ୍ତି ପ୍ରସଙ୍ଗଟିରେ ଆଗ୍ରହ ଦେଖାଇ, ସମ୍ପାଦନା କରିଥିବାରୁ ବହୁତ ଧନ୍ୟବାଦ । କିନ୍ତୁ ଆପଣଙ୍କ ସମ୍ପାଦନାକୁ ଲିଭେଇ ଦିଆଯାଇଛି, କାରଣ ଆପଣ ଯାହା ଲେଖିଥିଲେ ତାହା ହୁଏତ ସାହିତ୍ୟ ଅନୁଯାୟୀ ଠିକ । କିନ୍ତୁ ତାହା ଉଇକିପିଡ଼ିଆ ନିୟମ ଅନୁସାରେ ଲେଖା ନଥିଲା । ଉଇକିପିଡ଼ିଆରେ ଆପଣ କେବଳ ତଥ୍ୟ ଲେଖିପାରିବେ, ତାହା ମଧ୍ୟ ଉପଯୁକ୍ତ ଆଧାର ଦେଇ । ଏହି ଲିଙ୍କଟିକୁ ଉଇକିପିଡ଼ିଆ:ଶିକ୍ଷଣ ଦେଖନ୍ତୁ ଉଇକିପିଡ଼ିଆ ସମ୍ପାଦନା ବାବଦରେ ଅଧିକ ଜାଣିପାରିବେ । କିଛି ଜାଣିବାକୁ ଚାହିଁଲେ ମତେ ପଚାରି ପାରିବେ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୦:୦୧, ୧୪ ମଇ ୨୦୨୦ (IST)Reply