Jump to content

ବ୍ରୋମୋକ୍ରିପ୍ଟାଇନ

ଉଇକିପିଡ଼ିଆ‌ରୁ
ବ୍ରୋମୋକ୍ରିପ୍ଟାଇନ
Clinical data
Trade namesParlodel, Cycloset, others[]
SynonymsBromocriptine mesilate, bromocriptine mesylate, 2-Bromoergocriptine; CB-154
AHFS/Drugs.commonograph
MedlinePlusa682079
Pregnancy
category
  • AU: A
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability28% of oral dose
    MetabolismExtensively liver-mediated
    Elimination half-life12–14 hours
    Excretion85% bile (feces), 2.5–5.5% urine
    Identifiers
    • (5α)-2-Bromo-12-hydroxy-5-(2-methylpropyl)-3,6,18-trioxo-2-(propan-2-yl)ergotaman
    ECHA InfoCard100.042.829 Edit this at Wikidata
    Chemical and physical data
    FormulaC32H40BrN5O5
    Molar mass୬୫୪.୬୧ g·mol−1
    3D model (JSmol)
    • BrC1=C(C[C@H]2N(C)C3)C4=C(C=CC=C4C2=C[C@H]3C(N[C@]5(C(C)C)O[C@@]6(N([C@@H](CC(C)C)C(N7CCC[C@H]76)=O)C5=O)O)=O)N1
    • InChI=1S/C32H40BrN5O5/c1-16(2)12-24-29(40)37-11-7-10-25(37)32(42)38(24)30(41)31(43-32,17(3)4)35-28(39)18-13-20-19-8-6-9-22-26(19)21(27(33)34-22)14-23(20)36(5)15-18/h6,8-9,13,16-18,23-25,34,42H,7,10-12,14-15H2,1-5H3,(H,35,39)/t18-,23-,24+,25+,31-,32+/m1/s1 checkY
    • Key:OZVBMTJYIDMWIL-AYFBDAFISA-N checkY
      (verify)

    ବ୍ରୋମୋକ୍ରିପ୍ଟାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପାର୍ଲୋଡେଲ୍, ଏକ ଔଷଧ ଯାହା ପ୍ରୋଲାକ୍ଟିନୋମା, ପାର୍କିନ୍‌ସନ୍ ରୋଗ, ଆକ୍ରୋମାଗାଲି, ନ୍ୟୁରୋଲେପ୍ଟିକ୍ ମାଲିଗନାଣ୍ଟ ସିଣ୍ଡ୍ରୋମ ରୋଗମାନଙ୍କ ଚିକିତ୍ସା ଏବଂ ଦୁଗ୍ଧ ଉତ୍ପାଦନ ବନ୍ଦ କରିବା ପାଇଁ ବ୍ୟବହୃତ ହୁଏ । [] [] ଏହା ଟାଇପ୍-୨ ମଧୁମେହରେ ମଧ୍ୟ ବ୍ୟବହୃତ ହୋଇପାରେ ।[] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବିନ୍ଧା, ଥକାପଣ, ମୁଣ୍ଡ ବୁଲାଇବା, କୋଷ୍ଠକାଠିନ୍ୟ ଏବଂ ନିଦ୍ରା ଅନ୍ତର୍ଭୁକ୍ତ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଏବଂ ପେରିକାର୍ଡିଆଲ୍ ଇଫ୍ୟୁଜନ୍, ଦ୍ୱନ୍ଦ୍ୱ ହୋଇପାରେ । [] ଶିଶୁର କୌଣସି ଅନିଷ୍ଟ ନକରି ଏହାକୁ ଅନେକ ଗର୍ଭବତୀ ମହିଳା ବ୍ୟବହାର କରିଛନ୍ତି। [] ଏହା ଡୋପାମାଇନ୍ ରିସେପ୍ଟରଗୁଡ଼ିକୁ ସକ୍ରିୟ କରି ଓ ପ୍ରୋଲାକ୍ଟିନ୍ ନିଷ୍କାସନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ । []

    ବ୍ରୋମୋକ୍ରିପ୍ଟାଇନ୍ ୧୧୯୬୮ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୭୫ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଜ୍ୟରେ ମିଗ୍ରାର ୩୦ଟି ବଟିକାର ୨୦୨୧ ସୁଦ୍ଧା ମୂଲ୍ୟ ୭୫ ପାଉଣ୍ଡ । [] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୩୦ ଡଲାର । []

    1. "Bromocriptine international brand names". Drugs.com. Archived from the original on 6 August 2017. Retrieved 13 July 2017.
    2. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 441. ISBN 978-0857114105.
    3. 1 2 "Bromocriptine Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 12 January 2022.
    4. "DailyMed - CYCLOSET- bromocriptine mesylate tablet". dailymed.nlm.nih.gov. Archived from the original on 29 March 2021. Retrieved 12 January 2022.
    5. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 441. ISBN 978-0857114105.
    6. "Bromocriptine Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 12 January 2022.
    7. "Bromocriptine Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 12 January 2022.
    8. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 533. ISBN 9783527607495. Archived from the original on 2021-08-28. Retrieved 2021-06-30.
    9. "Bromocriptine Prices, Coupons & Savings Tips - GoodRx". GoodRx. Archived from the original on 7 November 2016. Retrieved 12 January 2022.